-ଅନୁଗୁଳ ର ବନ୍ତଳା ଥାନା ଅଂଚଳ ରେ ଖାଲଗାଁ ନିକଟରେ ୧୪୩ଲିଟର ବିଦେଶୀ ମଦ ଏକ ଟ୍ୱେମ୍ପୁ ସାହାଯ୍ୟରେ ଯାଉଥିବା ବେଳେ ସେପ୍ସସାଲ ଟିମ ଧରି ପକାଇ ବନ୍ତଳା ଥାନାକୁହସାନ୍ତରକରାଯାଇଛି ଯାହା ଜଣା ପଡୁଛି ଥରେ ନୁହେଁ କି ଦୁଇ ଥର ନୁହେଁ ତିନି ତିନି ଥର ସ୍ପେସିଆଲ ଟିମ ଧରି ବାରେ ସକ୍ଷମ ହୋଇଛି ଯାହା ଜଣାପଡୁଛି ବନ୍ତଳା ଥାନା ବାବୁ ନିରବ ଡଷ୍ଟା ସାଜିଛନ୍ତି କାହିଁକିନା ଥାନା ଥାନାଠାରୁ ୨୦୦ମିଟର ରେ ମଦଦୋକାନ ଅଛି ଯାହା ଟ୍ୱେମ୍ପୁ ସାହାଯ୍ୟରେ ଯାଉଥିବା ବେଳେ ଥାନା ବାବୁ ଙ୍କ ର ନଜର ପଡୁନାହିଁ କିନ୍ତୁ ଅନୁଗୁଳ ଏସପି ସ୍ପେସିଆଲ ଟିମ ଧରିବାରେ ସଫଳ ହଉଛି ଯାହା ଜଣା ପଡୁଛି ମଦ ଵେବସାୟୀ ଓ ଥାନା ବାବୁ ଙ୍କ ର ମଧୁ ଚନ୍ଦ୍ରିକା ବୋଲି ବୁଦ୍ଧି ଯିବି ଙ୍କ ର ଆଲୋଚନା ହଉଛି
ଥାନାଠାରୁ ୨୦୦ମିଟର ଦୂରରେ ଚାଲିଥିଲା ଚୋରା ମଦ ବେପାର
