ବାଣିଜ୍ୟ ସୁନା କିଣିବାକୁ ଡର ମାଡୁଛି Sukanta NayakApril 11, 2025 ସୁନା କିଣିବାକୁ ମାଡୁଛି ଡର: ଦର 95 ହଜାର ଟଙ୍କା ପାର୍24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 95 ହଜାର 400 ଟଙ୍କା22 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 87 ହଜାର 450 ଟଙ୍କା3 ଦିନ ମଧ୍ୟରେ ସୁନା ମହଙ୍ଗା ହେଲାଣି 5 ହଜାରରୁ ଅଧିକ ଟଙ୍କା
ଭର୍ଚୁଆଲ ମାଧ୍ୟମରେ ଦୁଇଟି ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ | ରାୟଗଡା23/12/23(ଫୋକସ ପ୍ଲସ); ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ରେ ଅବସ୍ଥିତ କଂସାରିଗୁଡ଼ାରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା…
ଫସଲବୀମା କ୍ଷତି ପୂରଣ ନ ମିଳିବାରୁ ଧାରଣା ଦେଲେ ଚାଷୀ I ଗତ ୨୦୨୧ ଫସଲବୀମା କ୍ଷତି ପୂରଣ ଆଜି ପ୍ରଯ୍ୟନ୍ତ ମିଳିନାହିଁ l ସେଥିପାଇଁ anc, ଏଚଡିଏଫସି ବୀମା କମ୍ପାନୀ ର ମନମୁଖୀ କାରବାର, ଅନିୟମିତତା ଏବଂ ଚାଷୀ…
ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିଙ୍କ ଧାନମଣ୍ଡି ପରିଦର୍ଶନ ମୟୁରଭଞ୍ଜ: କରଞ୍ଜିଆ କୁ ଅଚାନକ ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ମହେଶ୍ୱର ସାହୁଙ୍କ ସହିତ ଏକ ଟିମ ଗସ୍ତ କରି ବିଭିନ୍ନ ଲେମ୍ପ ଗୁଡିକୁ ପରିଦର୍ଶନ କରି…