Breaking news ଓଲଟିଲା ଦଣ୍ଡନାଚ ଗାଡ଼ି Sukanta NayakApril 7, 2025 ନୟାଗଡ଼: ଭାପୁର ବ୍ଲକ ପଥରଚକଡ଼ାରେ ଦୁର୍ଘଟଣାଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଆହତ, ୭ ଗୁରୁତରଆହତଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଲାଗିଛି ଆଘାତମାଧପୁରରୁ ପଥରଚକଡ଼ା ଗାଁକୁ ଦଣ୍ଡ ପାଇଁ ଯାଉଥିଲେ
୧୨ ହଜାର ୧୫୬ କୋଟିର ଅତିରିକ୍ତ ବଜେଟଉ ପସ୍ଥାପିତ ଭିନ୍ନକ୍ଷମ-ସାଧାରଣ ବ୍ୟକ୍ତିଙ୍କ ବିବାହ ପ୍ରୋତ୍ସାହନ ପାଇଁ ୧୦ କୋଟିଜାତୀୟ ସ୍ବାସ୍ଥ୍ୟ ମିଶନରେ ରାଜ୍ୟ ଭାଗ ୧୦୫୬ କୋଟି ଟଙ୍କାରାଷ୍ଟ୍ରୀୟ ଯୋଜନାରେ ଶ୍ବେତ ବିପ୍ଳବ ପାଇଁ ୯୧ କୋଟି…
ଯୁବପିଢୀଙ୍କ ମଧ୍ୟରେ ଫ୍ୟାସନ ଟ୍ରେଣ୍ଡ ପାଲିଟିଛି 3D ଟାଟୁ ବର୍ତମାନ ସମୟରେ ଯୁବ ପିଢ଼ି ଙ୍କ ଶରୀର ର ବିଭିନ୍ନ ସ୍ଥାନରେ ଟାଟୁ ଚିତ୍ର ବେଶ ହଇଚଇ ସୃଷ୍ଟି କରୁଛି | ପୂର୍ବ କାଳରେ ଶରୀରରେ ଲୋକେ…
ମନ୍ତ୍ରୀ ସୁରେଶ ପୂଜାରୀ ଓ କୃଷ୍ଣଚନ୍ଦ୍ର ମହାପାତ୍ର ଙ୍କ କାର କୁ ଢେଲା ମାଡ଼। ଢେଲା ମାଡ଼ରେ ମନ୍ତ୍ରୀଙ୍କୁ ଛାଡି ଫେରୁଥିବା କାର କାରକେଡର କାଚ ଭାଙ୍ଗିଲା। ମୟୂରଭଞ୍ଜ ବାଙ୍ଗିରିପୋଷିକୁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ। ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ମୟୂରଭଞ୍ଜ…