ଆଇପିଏଲ୍ ୨୦୨୫ । ଟୁର୍ଣ୍ଣାମେଣ୍ଟର ୧୦ ଲିଗ୍ରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ଅପରାହ୍ନ ୩ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍ । ହାଇଦ୍ରାବାଦ୍ ପ୍ରାଞ୍ଚାଇଜ୍ର ବିଶାଖାପାଟନମ୍ ପଡିଆ ହେଉଛି ହୋମ୍ ଗ୍ରାଉଣ୍ଡ । ଏହି ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ବିଶାଳ ସ୍କୋର ହେବାର ଆଶା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ପେସ୍ ବୋଲର ମିଚେଲ ଷ୍ଟାର୍କ ଓ ସନରାଇଜର୍ସ ଓପନର ଟ୍ରେଭିସ୍ ହେଡ୍-ଅଭିଷେକ ଶର୍ମା ଯୋଡ଼ିଙ୍କ ମଧ୍ୟରେ ଏକ ଦମ୍ଦାର ଫାଇଟ୍ ଦେଖିବାକୁ ମିଳିବ ।
IPL 2025 : ଦିଲ୍ଲୀ କ୍ୟାପିଟାଲ୍ସ-ସନରାଇଜର୍ସ ହାଇଦ୍ରାବାଦ୍ ଟକ୍କର, ଫଳକୁ କମ ବ୍ୟାକ କଲେ କେଏଲ୍ ରାହୁଲ
