ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା
କଳାହାଣ୍ଡିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଗରିବ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବେ
ଯୋଜନା ସହ ଯୋଡ଼ି ହେବେ ୫୦ହଜାର ହିତାଧିକାରୀ
ପୂରଣ ହେବ ଗରିବଙ୍କ ପକ୍କାଘର ଆଶା
ଅନଲାଇନ ଆବେଦନ କରିପାରିବେ ହିତାଧିକାରୀ
ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା
