ବଜେଟ୍‌ ଅଧିବେଶନ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ

ଆଜିଠୁ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ
ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ
ବିଜୁ ବାବୁଙ୍କ ପ୍ରତି ଅପମାନ ନାରା ଦେଇ ବିଜେଡି ବିଧାୟକଙ୍କ ପ୍ରତିବାଦ
ମହିଳା ଅତ୍ୟାଚାର ଓ ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ
ହଟ୍ଟଗୋଳ ଯୋଗୁଁ ଗୃହକୁ 12ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି

Leave a Reply

Your email address will not be published. Required fields are marked *