ରାଜ୍ୟ ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ତେଜିଛି ଅସନ୍ତୋଷ Sukanta NayakMarch 3, 2025 ଜଂଘରେମହାପ୍ରଭୁଙ୍କୁଟାଟୁ ଓଡ଼ିଆଙ୍କ ଧାର୍ମିକ ଭାବନାକୁ ଲାଗିଛି ଶକ୍ତ ଆଘାତ। ବିଦେଶିନୀଙ୍କ ଜଂଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ତେଜିଛି ଅସନ୍ତୋଷ। ଏନେଇ ସହିଦ୍ ନଗର ଥାନାରେ ଲିଖିତ ଅଭିଯୋଗ କରିଛି ହିନ୍ଦୁ ସେନା।
ଅପ୍ରେଲ ୨୪ରେ ଜମ୍ମୁ-କାଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁ ଏବଂ କାଶ୍ମୀରକୁ ପ୍ରଥମ ଗସ୍ତରେ ଯିବେ ମୋଦି। ହେଲେ ପଞ୍ଚାୟତରାଜ ଦିବସରେ ଯୋଗ ଦେବା ଲାଗି ସେ ଜାମ୍ମୁ ଏବଂ…
ଭିର୍ଣ୍ଣକ୍ଷମ ହେଲେ ବି ଭୁଲି ନାହାନ୍ତି ବାପାର କର୍ତ୍ତବ୍ୟ ଫୋକସ ପ୍ଲସ (ବାଲେଶ୍ୱର)୨୫/୦୬/୨୦୨୨: “ବାପା” ଶବ୍ଦ ସତରେ କେତେ ମଧୁର ଲାଗେ ଡାକିବାକୁ, ଶବ୍ଦରେ କେତେ ଯେ ସ୍ନେହ, ତ୍ୟାଗ, ଭଲପାଇବା, ଭରି ରହିଛି କେବଳ ତାହା…
ପୂର୍ବ ବଚସାକୁ ନେଇ ଆକ୍ରମଣ ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି…