Breaking news ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନ। Sukanta NayakFebruary 25, 2025 ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନବଙ୍ଗୋପସାଗର ଭୂମିକମ୍ପର କେନ୍ଦ୍ରସ୍ଥଳରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ଭୁବନେଶ୍ବର ଓ ବାଲେଶ୍ବରରେ ଭୂମିକମ୍ପ ଝଟ୍କାପୁରୀ, ବ୍ରହ୍ମପୁର ଓ ବାରିପଦାରେ ଭୂମିକମ୍ପସକାଳ ୬ଟା ୧୦ ମିନିଟରେ ଭୂମିକମ୍ପ
ଭୟାବହ ଅଗ୍ନୀକାଣ୍ଡ, ୫ ବଖରା ଘର ଭସ୍ମୀଭୂତ ଫୋକସ ପ୍ଲସ ୩/୬/୨୨(ଯାଜପୁର):ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମ ପଞ୍ଚାୟତ ର ସୁଦାମ ବିଶ୍ବାଳ ଓ ସୁକାନ୍ତ ବିଶ୍ବାଳଙ୍କ ୫ବଖରା ଚାଳ ଛପର ଘର…
ଦେଶୀ ମଦ ଜବତ, ୫ ଗିରଫ ଫୋକସ ପ୍ଲସ (ଧାମନଗର)୨୪/୦୬/୨୦୨୨: ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ…
ଶ୍ରୀମନ୍ଦିର ୪ଦ୍ୱାର ଖୋଲିବା ପାଇଁ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ ପୁରୀ ୦୯।୧୧ : ପୁରୀରେ କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ । ସଂକୀର୍ତ୍ତନ କରି ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରତିବାଦ କରୁଛି କଂଗ୍ରେସ ।…