ପାଣିପାଗ ସୂଚନା ଆଜିବି ବର୍ଷୀବ, ବିଜୁଳି ସହ ଘଡ଼ଘଡ଼ି….ଏହି ଜିଲ୍ଲାକୁ ସତର୍କ ସୂଚନା। Sukanta NayakFebruary 21, 2025 ଆଜି ବି ବିଜୁଳି ଘଡଘଡି ସହ ଝଡ ବର୍ଷା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଭାବ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବ ପବନ ୮ ଜିଲ୍ଲାକୁ ଅରେଞ୍ଜ, ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଲୋକଙ୍କୁ ସଚେତନତା କରିବାକୁ ସବୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି
ଫିକା ପଡ଼ିବନି ଦଶହରା ଭୁବନେଶ୍ୱର : ରାଜ୍ୟରେ ଟଳିଲା ଲଘୁଚାପର ଭୟ। ବର୍ଷାରୁ ମିଳିଲା ଆଶ୍ବସ୍ତି। ଫିକା ପଡ଼ିବନି ଚଳିତ ଦଶହରା । ପୂଜାରେ ନାହିଁ ବର୍ଷା ସମ୍ଭାବନା । କିନ୍ତୁ…
୫ଦିନ ଓଡ଼ିଶାରେ ତାତାଇବ ଖରା : ସତର୍କ ସୂଚନା ଦେଲା ପାଣିପାଗ ବିଭାଗ ରାଜ୍ୟରେ ଅସହ୍ୟ ହେଉଛି ତାତିଦିନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୨ ସହରଝାରସୁଗୁଡ଼ା ୪୦.୨ ଓ ସମ୍ବଲପୁର ୪୦ ଡିଗ୍ରୀ ରେକର୍ଡରାଉରକେଲା ୩୯.୪, ହୀରାକୁଦ…
ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, କାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ଫୋକସ ପ୍ଲସ(ଭୁବନେଶ୍ୱର)୦୭/୦୯/୨୦୨୨: ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ…