accident ଅଟୋକୁ ଧକ୍କା ଦେଲା ଟିପ୍ପର; ଜଣେମୃତ, ୩ ଗୁରୁତର Sukanta NayakFebruary 17, 2025 କୋରାପୁଟ ଜୟପୁର ବ୍ରାହ୍ମଣୀ ଗାଁରେ ମର୍ମନ୍ତୁଦ ଦୁର୍ଘଟଣାଅଟୋରେ ଥିଲେ ୧୩ ଯାତ୍ରୀ, ଜଣଙ୍କ ମୃତ୍ୟୁ ଓ ୩ ଗୁରୁତରସମସ୍ତ ଗୁରୁତରଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ହସ୍ପିଟାଲ୍ରେ ଦୁର୍ଘଟଣା ବୃଦ୍ଧାଙ୍କ ଅକାଳ ମୃତ୍ୟୁଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣାହସ୍ପିଟାଲ୍ ଲିଫ୍ଟରେ ଚାପି ହୋଇ ବୃଦ୍ଧାଙ୍କ ଅକାଳ ମୃତ୍ୟୁଲିଫ୍ଟ ଭିତରେ ଷ୍ଟ୍ରେଚର୍ ସହ ଚାପିହୋଇ…
ଦୁର୍ଘଟଣା ଘଟିବା ପରେ ବସ୍ରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୧୦ ଜଣ ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି ସୂଚନା ଅନୁସାରେ ଆଜି ଅପରାହ୍ଣରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି)ର ଏକ ଯାତ୍ରୀବାହୀ ବସ୍ ବାରିପଦାରୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଭିମୁଖେ ବାହାରି ଥିଲା।…
ପରୀକ୍ଷା ଦେବା ବଦଳରେ ମେଡିକାଲରେ ଭର୍ତ୍ତି ଫୋକସ ପ୍ଲସ 14/3/23(ବ୍ୟୁରୋ): ଆନନ୍ଦପୁରରେ ସକାଳୁ ସକାଳୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କୁ ପିଟିଦେଲା ବାଇକ। ପରୀକ୍ଷା ଦେବା ପାଇଁ ସ୍କୁଲକୁ ଯିବା ପରିବର୍ତ୍ତେ ଦୁର୍ଘଟଣାରେ…