ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର
•ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ଏନକାଉଣ୍ଟର
•ଭୋର୍ରେ ଲୁଟ୍ ଉଦ୍ୟମ ବେଳେ ପୋଲିସର ଏନକାଉଣ୍ଟର
•ଅର୍ଜୁନର ବାମ ପଟ ଆଣ୍ଠୁରେ ବାଜିଛି ଗୁଳି, ଏମ୍ସ ସ୍ଥାନାନ୍ତର
•ମଧ୍ୟପ୍ରଦେଶରୁ ଆସି ରାଜଧାନୀରେ ଚଳାଇଥିଲା ଲୁଟପାଟ୍
•ଅର୍ଜୁନ ସହ ଡକାୟତି ଗ୍ୟାଙ୍ଗରେ ମୋଟ ୫ ଜଣ ଥିଲେ•ଖସିଗଲେ ଗ୍ୟାଙ୍ଗର ଅନ୍ୟ ୪ ସଦସ୍ୟ, ପୋଲିସର ଛାନ୍ଭିନ୍
ଚୋରକୁ ରାଜଧାନୀରେ ଏନ୍କାଉଣ୍ଟର
