ବିଜେପି ସଭାପତି ନାଁ ଘୋଷଣା,ଜାଣନ୍ତୁ କେଉଁଠି କିଏ?

ଅନୁଗୁଳ- ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ- ଭଗବାନ ପଣ୍ଡା
-ଭୁବନେଶ୍ୱର- ନିରଞ୍ଜନ ମିଶ୍ର, ଗଜପତି- ନବକିଶୋର ଶବର
-ଯାଜପୁର- ଦେବଯାନୀ ପ୍ରଧାନ, ଝାରସୁଗୁଡ଼ା- ରଘୁନନ୍ଦନ ପଣ୍ଡା
-କନ୍ଧମାଳ- ପଣ୍ଡିତ କୁମାର ବିସ୍‌ମାଝୀ, ଖୋର୍ଦ୍ଧା- ବିଶ୍ବରଞ୍ଜନ ବଡ଼ଜେନା
-କୋରାପୁଟ- ଶିବ ମୁଦୁଲି, ନୟାଗଡ଼- ତାପସ ରଞ୍ଜନ ମାର୍ଥା
-ରାୟଗଡ଼ା- ଗୋପୀ ଆନନ୍ଦ, ସୁବର୍ଣ୍ଣପୁର- ବେଣୁଧର ଦାଶ, ରାଉରକେଲା- ପୂର୍ଣ୍ଣିମା କେର୍କେଟା
-ଗତ ୨୫ ତାରିଖରେ ପ୍ରକାଶ ପାଇଥିଲା ୨୩ ଜିଲ୍ଲା ସଭାପତିଙ୍କ ନାଁ

Leave a Reply

Your email address will not be published. Required fields are marked *