ମୁଖ୍ୟ ଖବର ସମ୍ବଲପୁରରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ Sukanta NayakJanuary 29, 2025 ସମ୍ବଲପୁର ବନଖଣ୍ଡ ଯାଦୁଲୁଇସିଂହ ଆମପଡ଼ାରେ ମୃତ୍ୟୁକେଉଁ କାରଣରୁ ହାତୀର ମୃତ୍ୟୁ ହୋଇଛି ଅସ୍ପଷ୍ଟହାତୀମୃତ୍ୟୁ ନେଇ ଘଟଣାସ୍ଥଳରେ ବନବିଭାଗର ତଦନ୍ତ
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜନତା ମୈଦାନ ରେ ମିଲେଟ୍ ସମିଳନୀ ଆୟୋଜନ | ଭୁବନେଶ୍ୱେର 09/11/2023:ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜନତା ମୈଦାନ ରେ ମିଲେଟ୍ ସମିଳନୀ ଆୟୋଜନ |
ସିଲ୍ ହେଲା କୋଚିଂ ସେଣ୍ଟରର ବେସମେଣ୍ଟ ଦିଲ୍ଲୀର ଏକ ଆଇଏଏସ କୋଚିଂ ସେଣ୍ଟରରେ ତିନି ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ହେବା ପରେ ଏବେ ଆକ୍ସନ ମୋଡ଼ରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ । ଆଜି ଲୋକପ୍ରିୟ…
ପୁରୀ ମେରାଇନ ଥାନା ବାଲିଘାଟ ସୁଭଦ୍ରା ନଗରରେ ହତ୍ୟାକାଣ୍ଡ ବାପା, ମାଆ, ସାନଭାଇ ଓ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ବଡ଼ପୁଅ ପୁଅର କଟୁରି ଚୋଟରେ ବୃଦ୍ଧା ମାଆ ମୃତ, ଅନ୍ୟ ୩ ଗୁରୁତର ଆହତ ପରିବାରର ସବୁ ଗୁରୁତର ଆହତ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି.