ଖେଳ ବୁମରାହ କ୍ରିକେଟ ରଅଫ ଦି ଇୟର Sukanta NayakJanuary 27, 2025 ଯଶପ୍ରୀତ ବୁମ୍ରା ଟେଷ୍ଟରେ ବେଷ୍ଟବୁମ୍ରା ହେଲେ ICC ଟେଷ୍ଟ କ୍ରିକେଟର ଅଫ ଦି ଇୟର୨୦୨୪ରେ ୧୩ଟି ଟେଷ୍ଟ ଖେଳି ୭୧ଟି ୱିକେଟ ନେଇଥିଲେସ୍ମୃତି ମନ୍ଧାନା ICCର ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟରଦିନିକିଆରେ ୧୩ଟି ଇନିଂସରେ ୭୪୭ ରନ୍ କରିଥିଲେ ସ୍ମୃତି
ଟେଷ୍ଟ କ୍ରିକେଟରେ ଦ୍ବିତୀୟ ସର୍ବାଧିକ ରେନ ଚେଜ କରି ଭାରତ କୁ ହରାଇଲା ଇଂଲିଶ ଟିମ ଲିଡ୍ସ ହେଡିଂଲି ଟେଷ୍ଟରେ ଭାରତକୁ ହରାଇ ଇତିହାସ ସୃଷ୍ଟି କରିଛି ଇଂଲଣ୍ଡ । ଘରୋଇ ମାଟିରେ ଟେଷ୍ଟ ଇତିହାସରେ ଦ୍ବିତୀୟ ସର୍ବାଧିକ ରନ୍ ଚେଜ କରିବାରେ ସଫଳ ହୋଇଛି…
ନିରାଶ ହେଲେ କ୍ରୀଡା ପ୍ରେମୀ, ଉନ୍ନତି କରଣ ନାଁରେ ଆତ୍ମସାତ ଆଭିଯୋଗ ଫୋକସ ପ୍ଲସ(ବୋରିଗୁମ୍ମା): ଖେଳ ପଡିଆ ଉନ୍ନତି କରଣ ନାଆରେ ମହାଘୋଟାଲା ଅଭିଯୋଗ ।ଖେଳ ପଡିଆ ଉନ୍ନତି କରଣ ପାଇଁ ଆସିଥିବା ଅନୁଦାନକୁ ଚଳୁ କରି ଖାଇ ଦେଲେ…
କୋହଲି ଏବଂ ରୋହିତଙ୍କୁ ନେଇ ବଡ ଖୁଲାସା କଲେ ଗମ୍ଭୀର ଶ୍ରୀଲଙ୍କା ଗସ୍ତ ଆରମ୍ଭ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ନିଜର ଦାୟିତ୍ୱ ଗ୍ରହଣ କରିସାରିଛନ୍ତି | ଆସନ୍ତା ଜୁଲାଇ ୨୭ରୁ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ୍…