Breaking news OSRTC ବସ୍ ଓଲଟି ଏକାଧିକ ଆହତ Sukanta NayakJanuary 26, 2025 -ପାଲଲହଡ଼ା: OSRTC ବସ୍ ଓଲଟି ଏକାଧିକ ଆହତ-ସମଲ ଥାନା ପବିତ୍ରନଗର ପାଖ ଆଶ୍ରମ ନିକଟରେ ଦୁର୍ଘଟଣା-ବସ୍ ତଳେ ଚାପି ହୋଇ ରହିଛନ୍ତି ଯାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି-ବାରିପଦାରୁ ଅନୁଗୁଳ ଆସୁଥିବା ବେଳେ ଓଲଟିଲା ବସ୍
ନିର୍ବାଚନ ପାଇଁ ସରିଲା ପ୍ରଚାର, ନଭେମ୍ବର ୧୧ରେ ମତଦାନ ନିର୍ବାଚନ ପାଇଁ ସରିଲା ପ୍ରଚାର, ନଭେମ୍ବର ୧୧ରେ ମତଦାନବିହାର ବିଧାନସଭା ପାଇଁ ୨୦ ଜିଲ୍ଲାର ୧୨୨ ଆସନରେ ମତଦାନନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ହେବ ମତଦାନବିହାରରେ ଏନ୍ଡିଏକୁ ମୁକାବିଲା…
ତାଣ୍ଡବ ରଚୁଛି ବାତ୍ୟା ଫ୍ରେଡୀ ଫୋକସ ପ୍ଲସ 17/3/23(ବ୍ୟୁରୋ): ତାଣ୍ଡବ ରଚୁଛି ବାତ୍ୟା ଫ୍ରେଡୀ । ନେଲାଣି ୩୨୫ ଜୀବନ । ଫ୍ରେଡୀ ବାତ୍ୟାରେ ଛାରଖାର ମାଲୱି । ବାତ୍ୟା ତାଣ୍ଡବ ରଚୁଥିବା…
ସବୁ ସାରିଦେଲା ଫୋନ୍ ,ସ୍ତ୍ରୀକୁ ହାଣିଲା ନିଜେ ବିଷ ପିଇଦେଲା ଫୋକସ ପ୍ଲସ 1/4/23(ବ୍ୟୁରୋ): ପରକୀୟାପ୍ରୀତିର କରୁଣ ପରିଣତି । ଘରକୁ ଫେରି ଦେଖିଲା ବେଳକୁ ସ୍ତ୍ରୀ କାହା ସାଙ୍ଗରେ ଫୋନ୍ରେ କଥା ହେଉଥିଲା । ବାସ୍ ଏତିକିରେ…