ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର
ମୃତ ୧୦ ମାଓବାଦୀଙ୍କ ମଧ୍ୟରେ ୨ ମହିଳା
ଓଡ଼ିଶା ଓ ଛତିଶଗଡ଼ ପୋଲିସର ମିଳିତ ଅପରେସନ
କାଲି ଗରିଆବନ୍ଧରେ ଟଳିଥିଲା ୨ ମାଓବାଦୀଙ୍କ ମୁଣ୍ଡ
ଆଜି ସକାଳୁ ପୁଣି ୧୦ ମାଓବାଦୀଙ୍କୁ ଏନକାଉଣ୍ଟର
ପ୍ରଚୁର ପରିମାଣର ମାଓ ସାମଗ୍ରୀ, IED ଜବତ
୧୦ ମାଓବାଦୀଙ୍କୁ ଏନ୍କାଉଣ୍ଟର
