ରାଜ୍ୟ ସିବିଆଇ ତଦନ୍ତ ହେଉ: ଦୀପାଳି Sukanta NayakJanuary 19, 2025 ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଝିଅ ଦୀପାଳିଙ୍କ ପ୍ରତିକ୍ରିୟା‘ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ରାଜନୀତି କରୁଛି’‘ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି’‘ପରିବାରରେ ଆଲୋଚନା ଚାଲିଛି, ତଦନ୍ତ ପାଇଁ ଲେଖିକି ଜଣାଇବୁ’
ଯେଉଁ ହାତରେ ଥିଲା ଦିନେ କ୍ରୁର ବନ୍ଧୁକ, ସେ ହାତରେ ଆଜି କୋମଳ ବରଣମାଳ। ଯେଉଁ ଯୁବକ ଯୁବତୀ ଦିନେ ନିଜ ଜୀବନକୁ ବାଜି ଲଗାଇଥିଲେ, ଅନ୍ୟର…
ବଜ୍ରଘାତରେ ଚାଲିଗଲା ଶିଶୁର ଜୀବନ ଫୋକସ ପ୍ଲସ ୧୫/୬/୨୨(କୋରାପୁଟ): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବାଙ୍କାମ୍ବ ଗ୍ରାମପଞ୍ଚାୟତ ମାଙ୍କଡ଼ଝୋଲା ଗ୍ରାମର ଉମରି ମାଝୀ ଓ ତାଙ୍କ ପରିବାର ଗାଁ ନିକଟସ୍ଥ ତାଙ୍କ ଡଙ୍ଗର…
ବଉଳଗାଁ ସମବାୟ ସମିତି ସଭାପତି ନିର୍ଦ୍ୱନ୍ଦ ନିର୍ବାଚିତ ଫୋକସ ପ୍ଲସ (ଛତ୍ରପୁର)୨୩/୦୬/୨୦୨୨: ଛତ୍ରପୁର ବ୍ଲକ ସମବାୟ ସମିତି ଅଧିନ ବଉଳଗାଁ ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଭାବେ ସାଇବ ପାଣିଗ୍ରାହୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ…