ଅପରାଧ ପୁଅକୁ ମାରି ବାପାର ଥାନାରେ ଆତ୍ମସମର୍ପଣ Sukanta NayakJanuary 11, 2025 ବାଲିଗୁଡ଼ା: ବାପାର ଅତର୍କିତ ଛୁରାମାଡ଼ରେ ପୁଅର ମୃତ୍ୟୁବାଟାଗୁଡା ପଞ୍ଚାୟତର ସିଙ୍ଗମିଲା ଗାଁରେ ଅଭାବନୀୟ ଘଟଣାପାରିବାରିକ କଳହରୁ 20 ବର୍ଷର ପୁଅକୁ ଛୁରାମାରି ହତ୍ୟା କଲା ବାପାଅଭିଯୁକ୍ତ ବାପା ପ୍ରାଣେଶ୍ବର ମଲ୍ଲିକର ବାଲିଗୁଡ଼ା ଥାନାରେ ଆତ୍ମସମର୍ପଣ
ଗୁଣି ଗାର୍ଡି ସନ୍ଦେହ ରେ ନିର୍ବାଚିତ ୱାର୍ଡ ସଭ୍ୟ ଙ୍କୁ ହତ୍ୟା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୁଙ୍କି ଫାଣ୍ଡି ଅଧିନରେ ରହିଥିବା ଆମ୍ପବେଲି ପଂଚାୟତ ର ଚାରି ନମ୍ବର ୱାର୍ଡ ଠାରେ ଏକ ଲୋମ ଟାଙ୍କୁରା ହତ୍ୟା…
ଚୋରା ରେ ଚାଲୁଛି ଗୋ ଚାଲାଣ ଫୋକସ ପ୍ଲସ(ନିଶ୍ଚିନ୍ତକୋଇଲି)୧୨/୦୮/୨୦୨୨: ”ଲୁଚିଛି ନାଁ ଗୋଡ଼ ଦି’ଟା ଦିଶୁଛି” ନୀତିରେ ବେଧଡକ ଚାଲିଛି ଗୋ-ଚାଲାଣ | ଖୋଦ୍ ପୋଲିସ ର ନାକ ତଳେ ଚାଲିଛି ଗୋ-ଚାଲାଣ |…
ପତ୍ନୀକୁ ଟାଙ୍ଗିଆରେ ହାଣି ହତ୍ୟା | ଫୋକସ ପ୍ଲସ ୨୬/୧/୨୩(ଦଶମନ୍ତପୁର): ପ୍ରେମ ବିବାହ କରିଥିବା ନିଜ ଧର୍ମ ପତ୍ନୀକୁ ଅଭିଯୁକ୍ତ ସ୍ବାମୀ ଗାଁ ମଶାଣିରେ ବିଭତ୍ସ ଭାବେ ଟାଙ୍ଗିଆରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।…