ପ୍ରବଳ କୁହୁଡି :ରାସ୍ତାରେ ଦେଖାଯାଉନି ଗାଡି ମଟର

। ଦେଖାଯାଉନି ରାସ୍ତାଘାଟ । ପ୍ରବଳ ଶୀତ ସହ ଘନ କୁହୁଡ଼ି ଜୀବନକୁ କରୁଛି ଅସ୍ତବ୍ୟସ୍ତ । ସକାଳୁ ସକାଳୁ କଟକଭୁବନେଶ୍ବର, ଅନୁଗୁଳ, ଢେଙ୍କାନାଳ ସମେତ ରାଜ୍ୟର ବିଭିନ୍ନ ସହରରେ ଘନ କୁହୁଡ଼ି ଦେଖାଦେଇଛି । ଭୁବନେଶ୍ବର ଓ କଟକରେ ଦୃଶ୍ୟମାନ ଦୂରତା ପ୍ରାୟ ୧୦ ମିଟର ରହିଛି । ଏଣୁ ଯାତାୟାତରେ ଅନେକ ସମସ୍ୟା ଦେଖାଦେଉଛି ।

Leave a Reply

Your email address will not be published. Required fields are marked *