ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍-୨ରୁ ଉଦ୍ଧାର
-ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ଇନଫୋସିଟି ପୋଲିସ
-ମୃତ୍ୟୁର କାରଣ ଜଣାପଡ଼ିନି, ହତ୍ୟା ଅଭିଯୋଗ କଲେ ପରିବାର
-ଯୁବତୀ ଜଣଙ୍କ କେନ୍ଦ୍ରାପଡାର, ଏକ ଘରୋଇ କମ୍ପାନୀରେ କାମ କରୁଥିଲେ
ଭୁବନେଶ୍ବର: ହଷ୍ଟେଲରୁ ଫୁଡ୍ ବ୍ଲଗର ଯୁବତୀଙ୍କ ମୃତଦେହ ଉଦ୍ଧାର
