ରାଜ୍ୟ ଭଦ୍ରକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା Sukanta NayakDecember 29, 2024 ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ସମୀକ୍ଷା କଲେଧାମନଗର ବ୍ଲକର ଭଗବାନପୁର ପରିଦର୍ଶନ କଲେଅନହରପୁର, ପଳିକିରି, ଜୟକୃଷ୍ଣପୁର ବୁଲି ଦେଖିଲେକ୍ଷେତ୍ରୀୟ ପରିଦର୍ଶନ ପରେ ଚାଷୀଙ୍କ ସହ ଆଲୋଚନା କଲେ
ଦ୍ରୌପଦୀଙ୍କ ଦୁଃଖ ଫୋକସ ପ୍ଲସ(କନ୍ଦୁଝର): ମୁଣ୍ଡ କାମ କରୁନି |କଣ ଗପୁଛି କଣ କରୁଛି ନିଜେ ବି ଜାଣିପାରୁନି |ମାନସିକ ବିକୃତ ଏହି ମହିଳା ଦିନେ ସାଧାରଣ ଜୀବନ ବଞ୍ଚୁଥିଲେ…
ପ୍ରକାଶ ପାଇଲା ପୌରାଞ୍ଚଳ ବିଜ୍ଞପ୍ତି ପଂଚାୟତ ନିର୍ବାଚନର ଫଳାଫଳ ଘୋଷିତ ହେବା ପରେ ଆଜି ପୌରନିର୍ବାଚନର ବିଜ୍ଞପ୍ତି ପ୍ରକାଶ ପାଇଛି I ରାଜ୍ୟର ସହରାଂଚଳ ଗୁଡିକର ପୋୖରନିର୍ବାଚନ ପାଇଁ ପକ୍ରିୟା ଆରମ୍ଭ ହୋଇଛି…
ପଂଚାୟତ ନିର୍ବାଚନରେ ଟକ୍କର ଦେବାପାଇଁ କଂଗ୍ରେସର ପ୍ରୟାସ ତାଳଚେର : ଆସନ୍ତା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସ ମଧ୍ୟ ପଛରେ ପଡ଼ି ନାହିଁ, ବେଶ ଆଚାର ବ୍ୟବହାର ରଖିଥିବା ପ୍ରାର୍ଥୀଙ୍କୁ ଏଥର ମଇଦାନକୁ ଓହ୍ଲାଇଛି ।…