ରାଜ୍ୟ ବର୍ଷା କ୍ଷୟକ୍ଷତି ଆକଳନ ପାଇଁ ଜମିକୁ ଯିବେ ସରକାର Sukanta NayakDecember 29, 2024 ଚାଷ ଜମି ବୁଲିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀବର୍ଷା ପ୍ରଭାବିତ ୧୦ ଜିଲ୍ଲାକୁ ପରିଦର୍ଶନ କରିବେନୟାଗଡ଼ର ରଣପୁର, ଗଜପତିର ଗୋସାଣୀ ଯିବେ CMDCM କେ.ଭି. ସିଂହଦେଓଙ୍କୁ କଟକ ଓ ଜଗତସିଂହପୁର ଯିବେ
ସ୍କୁଲ ରେ ପିଲାମାନେ ଫିଲ୍ମ ଗୀତରେ ନାଚକରୁଥିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ I ଫୋକସ ପ୍ଲସ 9/5/22 (ଗଞ୍ଜାମ):ଶେରଗଡ଼ ବ୍ଲକ ର ବର ମୁଣ୍ଡଳୀ ସ୍କୁଲ ରେ ପିଲାମାନେ ଫିଲ୍ମ ଗୀତରେ ନାଚକରୁଥିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢ଼ୀ ଙ୍କୁ…
ସୁନ୍ଦରଗଡ଼ ସହରର ବିଭିନ୍ନ ୱାର୍ଡ ରେ ଲାଗିରହିଥିବା ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କଲେ ପୌରାଧକ୍ଷା ସ୍ଵାଧୀନ ପ୍ରାର୍ଥୀନୀ ନିନିମା ପଟେଲ I ସୁନ୍ଦରଗଡ଼ ସହରକୁ ସରସ ସୁନ୍ଦର କରିବା ପାଇଁ ପୌରପଳିକା ପକ୍ଷରୁ ମାସକୁ ୪୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ଯାହା ବିଭାଗୀୟ ଅଧିକାରୀ…
ବନ୍ଦ ହେଲା ନୂଆ ଓ ଛାତ୍ରବୃତ୍ତି ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ଏବେ ଆକ୍ସନ ମୋଡ଼ରେ। ପୂର୍ବରୁ ବିଜେଡି ସରକାର କରିଥିବା ଅନେକ ଯୋଜନାକୁ ବନ୍ଦ କରିବା ସହ ଆଉ କିଛି ଯୋଜନାର…