Breaking newsଅପରାଧଆଞ୍ଚଳିକ ଲାଞ୍ଚ ନେଉଥିଲେ ସେକ୍ସନ ଅଫିସର,ମାଡ଼ିବସିଲା ଭିଜିଲାନ୍ସ! Sukanta NayakDecember 17, 2024 ଭିଜିଲାନ୍ସ ଜାଲରେ BEO ଅଫିସ ସେକ୍ସନ ଅଫିସର ରଂଜିତ ଷଡ଼ଙ୍ଗୀଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେପେନ୍ସନ କରାଇଦେବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି BEO ଅଫିସ୍ର ଘଟଣା
ଜୀବନ୍ତ ଦଗ୍ଧ ୨ ମାସ ଶିଶୁ କନ୍ୟା ଫୋକସ ପ୍ଲସ(ମୟୁରଭଞ୍ଜ)୧୦/୦୮/୨୦୨୨: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଭଣ୍ଡାର ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ,ଘରେ ନିଆଁ ଲାଗି ୨ମାସ ର ଶିଶୁ କନ୍ୟା…
ଭାରତ ଆସିବେ ପୁଟିନ ଫୋକସ ପ୍ଲସ 15/3/23(ବ୍ୟୁରୋ): ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ବର୍ଷେରୁ ଅଧିକ ସମୟ ଧରି ଚାଲିଥିବା ଏହି ଯୁଦ୍ଧରେ ଉଭୟ ଦେଶ…
ଭୁଟାନ ଆପଣାଇବ ବିଏମ୍ସି ମଡେଲ ଭୁଟାନର ଏକ ପ୍ରତିନିଧି ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଏହି ଟିମ୍ରେ ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ରହିଛନ୍ତି। ତାଙ୍କ ସହ କେତେଜଣ…