accidentBreaking news ଚା ଦୋକାନ ଭିତରକୁ ପଶିଗଲା ଟ୍ରାକ୍ଟର Sukanta NayakDecember 17, 2024 ଚାଦୋକାନଭିତରକୁପଶିଗଲାଟ୍ରାକ୍ଟର କଟକ ସେଲଟର ଛକ ଅଞ୍ଚଳର ଘଟଣାଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ଗ୍ରାହକଟ୍ରାକ୍ଟରର ବ୍ରେକ ଫେଲ ହୋଇଯାଇ ଥିବା ସୂଚନା
ଦୁଖଃଦ ଖବର!ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସି ବୁଡିଗଲେ ୨ ଛାତ୍ରଛାତ୍ରୀ। ସୂଚନା ଅନୁସାରେ ଆଜି ପୂର୍ବାହ୍ଣରେ ବୁର୍ଲାସ୍ଥିତ ଭୀମସାରର ୬ ଜଣ ଛାତ୍ରଛାତ୍ରୀ ଯୁଯୁମୁରା ଥାନା ଅଧୀନ ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ପ୍ରାକୃତିକ ପରିବେଶ ମଧ୍ୟରେ କୁଳୁକୁଳୁ…
କରଞ୍ଜିଆ: ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ କରଞ୍ଜିଆ: ବାଇକ୍ ଦୁର୍ଘଟଣାରେ ଯଶୀପୁର ମଠ ମହନ୍ତଙ୍କ ମୃତ୍ୟୁ-ଯଶୀପୁର ମଠର ମହନ୍ତ ସ୍ଵାମୀ ଅଭୟାନନ୍ଦ ସରସ୍ଵତୀଙ୍କ ଦୁଃଖଦ ମୃତ୍ୟୁ-କରଞ୍ଜିଆ ନିକଟ ସାହାରପଡ଼ା ନିକଟରେ 2 ବାଇକ ଧକ୍କାରେ…
ରିଲ୍ସ କରୁ କରୁ ସାପ ଦଂଶନରେ ଚାଲିଗଲା ଜୀବନ ନୂଆଦିଲ୍ଲୀ ୨୧/୦୭ : ସୋସିଆଲ ମିଡିଆରେ ଆଜିକାଲି ଖୁବ ତୀବ୍ର ଗତିରେ ଭାଇରଲ ହେବାରେ ଲାଗିଛନ୍ତି ଆଜିର ଯୁବପିଢ଼ିମାନେ….ଏକ ଅଭାବନୀୟ ଘଟଣା ଦେଖିବା ମିଳିଛି ରାଜସ୍ଥାନର ଟୋଙ୍କ…