ଅପରାଧ ଏଟି ମାମଲାରେ ଚାର୍ଜଫ୍ରେମ୍ Sukanta NayakNovember 26, 2024 ବହୁଚର୍ଚ୍ଚିତ ଅର୍ଥତତ୍ତ୍ବ ଚିଟ୍ଫଣ୍ଡ ଠକେଇ ମାମଲାPMLA କୋର୍ଟରେ ସବୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍୧୫ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ କରିଥିଲା EDସଂସ୍ଥାର ୧୩୫ କୋଟି ଟଙ୍କା ଆଟାଚ୍ କରିଛି EDବେଆଇନ ଅର୍ଥ କାରବାର ନେଇ ଖୋଳତାଡ଼ କରୁଥିଲା ED
ଋଷର ରକେଟ ମାଡରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ I ୟୁକ୍ରେନ ଓ ଋଷର ମଧ୍ୟର ଚାଲିଥିବା ଯୁଦ୍ଧ ଥମିବାର ନା ନେଉନି। ଓଲଟି ଦିନକୁ ଦିନ ଅଧିକ ଆକ୍ରଣାତ୍ମକ ହେଉଛି ଋଷ । ଏଭଳି ସ୍ଥଉପରେ ଜାରି…
ଦୁଇ ଶିକାରୀ ସମେତ ଗୋଟିଏ ବନ୍ଧୁକ ଜବତ । ଅନୁଗୋଳ (ଫୋକସ ପ୍ଲସ) ୩୦/୧ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ର ଧଣ୍ଡାତୋପା ବନାଞ୍ଚଳ ବିଭାଗ କାର୍ଯ୍ୟରତ ସମୟରେ ସୂଚନା ପାଇ କୋରାଵ ,ଓ ତରଣ୍ଡା ଗ୍ରାମରୁ…
ଜଙ୍ଗଲ ମଧ୍ୟରେ ଫିରିଙ୍ଗିଆ ପୋଲିସର ଅତର୍କିତ ଚଢ଼ାଉ କରି ପାଞ୍ଚ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ I କନ୍ଧମାଳ ୨୨/୨/୨୦୨୪: ଗଞ୍ଜେଇ ଚାଲାଣର ପେଣ୍ଠସ୍ଥଳୀ କୁହାଯାଉଥିବା କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା I ଥାନା ଅଧୀନରେ ଥିବା…