ରାଜନୀତିରାଜ୍ୟ ବିଜେଡି ଉପରେ ବର୍ଷିଲେ ମୋହନ। Sukanta NayakNovember 15, 2024 ବିଜେଡି ସରକାର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନଜନଜାତୀୟ ଗୌରବ ଦିବସରେ ମୋହନଙ୍କ ବକ୍ତବ୍ୟ‘ଗତ ସରକାର କହୁଥିଲା ଆଦିବାସୀଙ୍କ ସାଙ୍ଗରେ ଅଛି’‘କିନ୍ତୁ ହଷ୍ଟେଲରେ ଛାତ୍ରଛାତ୍ରୀ ଲୁଣ ଓ ଭାତ ଖାଉଥିଲେ’
କାହିଁକି ପ୍ରତାରଣା କଲେ ନବୀନ ସରକାର ଫୋକସ ପ୍ଲସ 11/3/23(ବ୍ୟୁରୋ): ତାଳଚେର ବାସୀ କି ଦୋଷ କରି ଥିଲେ….କାହିଁକି କଥା ଦେଇ କଥା ରଖୁ ନାହାନ୍ତି ସରକାର…ଉତ୍ତର ଦେବେ କି 5T ସରକାର… ହଁ…
ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆଜିଠାରୁ ବିଧାନସଭା। ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୯ଟି କାର୍ଯ୍ୟଦିବସ ରହିଛି। ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହୋଇ ଦିବଂଗତ…
ହେମନ୍ତ ସୋରେନ୍ @2 .୦ ସରିଯାଇଛି ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ । ଆଉ ଆସିଯାଇଛି ଜନତାଙ୍କ ଜନାଦେଶ । ଝାଡ଼ଖଣ୍ଡରେ ଏଥର ବି ପୁଣିଥରେ ବାଜି ମାରି ନେଇଛନ୍ତି ଜେଏମ୍ଏମ୍ ସରକାର। ଝାଡ଼ଖଣ୍ଡ…