ଖେଳ ୩୫୭ ରନ୍ ପଛରେ ବାଂଲାଦେଶ Sukanta NayakSeptember 21, 2024 ଚେନ୍ନାଇରେ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟତୃତୀୟ ଦିନ ସୁଦ୍ଧା ବାଂଲାଦେଶ ଦ୍ବିତୀୟ ଇନିଂସରେ ୧୫୮/୪ବିଜୟ ପାଇଁ ବାଂଲାଦେଶକୁ ଦରକାର ୩୫୭ ରନ୍ଭାରତ ସ୍କୋର-୩୭୬ ଓ ୨୮୭ (ପାଳି ଘୋଷଣା)ବାଂଲାଦେଶ ସ୍କୋର-୧୪୯ ଓ ୧୫୮/୪
ଇତିହାସ ରଚିଲା ମହିଳା କ୍ରିକେଟ ଟିମ ୫୧ କୋଟିର ପୁରଷ୍କାର ଦେଲା ବିସିସିଆଇ । ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଛି । ଭାରତୀୟ ମହିଳା କ୍ରିକେଟ୍ ଦଳ…
ଫାଇନାଲରେ ସ୍ଥାନ ପକ୍କା କଲା ବେଲଜିୟମ୍ | ଫୋକସ ପ୍ଲସ ୨୮/୧/୨୩(ବ୍ୟୁରୋ):ପୁରୁଷ ହକି ବିଶ୍ୱକପ୍-୨୦୨୩ର ୨ୟ ସେମିଫାଇନାଲ ମ୍ୟାଚ୍ରେ ବେଲଜିୟମ୍ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ବେଲଜିୟମ୍ ୨(୩)-୨(୨) ଗୋଲ୍ରେ ନେଦରଲାଣ୍ଡକୁ ପରାସ୍ତ…
ଟି-୨୦ ମ୍ୟାଚ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ଆସନ୍ତା ଡିସେମ୍ବରରେ ପୁଣି ଦୁଲୁକିବ ବାରବାଟୀ । ଡିସେମ୍ବର ୯ରେ ଖେଳାଯିବ ମ୍ୟାଚ । ଷ୍ଟାଡିୟମ ଭିତରେ…