ଅପରାଧ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Sukanta NayakSeptember 21, 2024 ସାଲେପୁର ନାଳିଆମୁଁହ ଚାଖୁଣ୍ଡା ଜଙ୍ଗଲରୁ ଉଦ୍ଧାରମୃତକ ଅଲିପୁର ଗାଁର ବିବାହିତ ଯୁବକ ମନୋଜ ସାମଲମୃତ ମନୋଜଙ୍କ ସ୍ତ୍ରୀ ଓ ତିନି ବର୍ଷର ଶିଶୁ ଅଛିହତ୍ୟା ନା ଆତ୍ମହତ୍ୟା ତଦନ୍ତ ଚଳାଇଛି ସାଲେପୁର ପୋଲିସ
ଡକାୟତି ଯୋଜନା ପଣ୍ଡ । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଇଲେକ୍ଟ୍ରି ଅଫିସ ପଛପଟ ମୋନାଲିସା ଇଂଲିସ ମିଡ଼ିଅମ ସ୍କୁଲ ପଡିଆ ପରିସରରେ ଖୋର୍ଦ୍ଧା ନବୀନବାଗ ଅଂଚଳରେ ଡକାୟତି କରିବା ପାଇଁ କିଛି…
ଯୌନ ନିର୍ଯାତନା ଦେଉଥିଲେ ବାବା, ବାନ୍ଧିଲା ପୁଲିସ। ଧରାପଡ଼ିଲେ ଯୌନ କେଳେଙ୍କାରୀ ବାବା। ଚର୍ଚ୍ଚାରେ ଢେଙ୍କାନାଳ ଜିଲ୍ଲା ମଠକରଗୋଳା ସ୍ଥିତ ମୁରଲୀ ମନହୋର ନାମ ମଠ। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଢେଙ୍କାନାଳର…
ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ସୁଖଦେବ ଗୋଗାମେଡି ହତ୍ୟା ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ତିନି ଜଣଙ୍କୁ ଅଟକ ରଖିଛି | ନୂଆଦିଲ୍ଲୀ 10/12(ଫୋକସ ପ୍ଲସ); ରାଜସ୍ଥାନ ପୋଲିସ ସହ ମିଳିତ ଅପରେସନରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ରାଷ୍ଟ୍ରିୟ ରାଜପୁତ କର୍ଣ୍ଣୀ ସେନା ମୁଖ୍ୟଙ୍କ ହତ୍ୟା ଘଟଣାରେ ଚଣ୍ଡିଗଡ଼ରୁ ଦୁଇ…