Breaking newsଅପରାଧ ଜମିଜମା କାଗଜପତ୍ର ପାଇଁ ଲାଞ୍ଚ ନେଉଥିଲେ Sukanta NayakAugust 20, 2024August 20, 2024 କୁଚିଣ୍ଡା: ଲାଞ୍ଚ ନେବା ପଡ଼ିଲା ମହଙ୍ଗାକେଶାଇବାହାଲ ଆରଆଇ ଓ ଅମିନ ଗିରଫRI ତୁଲସା ପ୍ରଧାନ ଓ ଅମିନ ମୁକେଶ ସାହୁ ଗିରଫଜମିଜମା କାଗଜପତ୍ର ପାଇଁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ
ବଡ଼ସାହି ତହସିଲଦାର ମମତାଜ୍ ମହାରଣା ହେଲେ ଚାକିରିରୁ ନିଲମ୍ବିତ I ଫୋକସ ପ୍ଲସ 7/5/22 (ମୟୁରଭଞ୍ଜ): ଆଜି ସରକାରଙ୍କ ଚିଠି ନମ୍ବର 14502/06/05/2022 ଆଦେଶ ବଳରେ କାର୍ଯ୍ୟରୁ ନିଲମ୍ବିତ ହେଇଛନ୍ତି।ଶ୍ରୀମତୀ ମହାରଣା ବହୁଦିନରୁ ବାଲି ଚୋରା ଚାଲାଣ ସହିତ…
ସୁସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର ଫୋକସ ପ୍ଲସ 05/02/2023(ବ୍ୟୁରୋ ) ଆଉ ଜଣେ ଓଲିଉଡ୍ କଳାକାର ଅସୁସ୍ଥ ଥିବା ଜଣାପଡିଛି । ବରିଷ୍ଠ ଅଭିନେତା ସାତ୍ୟକି ମିଶ୍ର ଏବେ ଅସୁସ୍ଥ ହୋଇ ଦିଲ୍ଲୀରେ…
କଟକ ସଦରରେ ଗୋ ମାଫିଆ ସକ୍ରିୟ। ଗତ କିଛି ମାସ ଧରି କଟକ ସଦର ର ପରମହଂସ, କନ୍ଦରପୁର, ଗତିରାଉତପାଟଣା ତଥା ୪୨-ମୌଜା ଅଞ୍ଚଳରେ ଗୋ ମାଫିଆମାନେ ପୁଲିସ୍ କୁ…