accidentBreaking news ବଜ୍ରାଘାତରେ ୨ ଯୁବକ ମୃତ, ଜଣେ ଗୁରୁତର Sukanta NayakAugust 10, 2024August 10, 2024 -ସୋର: ବଜ୍ରାଘାତରେ ୨ ଯୁବକ ମୃତ, ଜଣେ ଗୁରୁତର-ଗୋପୀନାଥପୁର ପଞ୍ଚାୟତ ରାଇପୀତାମ୍ବର ଗାଁରେ ବଜ୍ରାଘାତ-ବିଲରେ କାମ କରୁଥିବା ବେଳେ ଅଘଟଣ, ଗୁରୁତର ହସ୍ପିଟାଲରେ ଭର୍ତ୍ତି
ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ କଳାହାଣ୍ଡି ଜୁନାଗଡ଼ ନିକଟରେ ଜଳିଗଲା ବସ୍ବଲଦିଆମାଲ ଛକରେ ଜଳିଗଲା ଘରୋଇ ବସ୍ !ନିଆଁ ଲାଗିବା ପୂର୍ବରୁ ସମସ୍ତ ଯାତ୍ରୀ ଉଦ୍ଧାର ହେଲେସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସବୁ ଯାତ୍ରୀ…
ଝାମ୍ପି ନେଲା ମହାବଳ ବାଘ ଫୋକସ ପ୍ଲସ 20/3/23(ବ୍ୟୁରୋ): ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ସୋସେଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଳମଡ଼ାଇ ଗ୍ରାମରେ ମହାବଳ ବାଘ ଟାଣି ନେଇ ଆହାର ବନାଇଲା ବୃଦ୍ଧା ମହିଳାଙ୍କୁ।…
ହଠାତ୍ ଯାତ୍ରୀଙ୍କ ଉପରକୁ ମାଡିଗଲା ଟ୍ରକ ଗୁଜୁରାଟରୁ ଆସିଛି ଏକ ବଡ ଖବର | ଗୁଜରାଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସ୍ ହାଇୱେରେ ଠିଆ ହୋଇଥିବା ବସ୍ ଯାତ୍ରୀଙ୍କ ଉପରେ…