ରାଜ୍ୟ ସ୍ନାତକ ମହାବିଦ୍ୟାଳୟ ଉଦ୍ଘାଟିତ Sukanta NayakAugust 9, 2024August 9, 2024 ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟ ଉଦ୍ଘାଟିତ୮ଟି ଜିଲ୍ଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟଉପାନ୍ତ ଅଞ୍ଚଳରେ ନବନିର୍ମିତ ସରକାରୀ ସ୍ନାତକ ମହାବିଦ୍ୟାଳୟମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଲେ
ମହିଳା ସମନ୍ୱୟ ସମ୍ମିଳନୀ, ଢେଙ୍କାନାଳ ବିଭାଗ ଆୟୋଜିତ ଅନୁଗୁଳ: ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ଢେଙ୍କାନାଳ ବିଭାଗ ପକ୍ଷରୁ ମହିଳା ସମନ୍ୱୟର ଏକ ସମ୍ମିଳନୀ ‘ସମର୍ଥା ‘ ଜରପଡା ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ…
୨୪ପ୍ୟାକେଟ ଚାଉଳ ରାତି ଅଧରେ ଚୋରା ଚାଲାଣ ଫୋକସ ପ୍ଲସ(ଲାଞ୍ଜିଗଡ଼)୨୧/୦୮/୨୦୨୨: ଲାଞ୍ଜିଗଡ ବ୍ଳକ ଅଞ୍ଚଳରେ ପିଡ଼ିଏସ ଚାଉଳ ଦୁର୍ନୀତି ଓ ଅନିୟମିତତାକୁ ନେଇ ଅନେକ ସମୟରେ ଚର୍ଚ୍ଚାର ପରିଧି ଭିତରେ ରହୁଥିବା ବେଳେ ବେନଗାଁ ପଞ୍ଚାୟତ…
ଆଶା କର୍ମୀଙ୍କୁ ଗଣଦୁଷ୍କର୍ମ ଫୋକସ ପ୍ଲସ(ପାରାଦୀପ)୨୮/୦୮/୨୦୨୨: ପାରାଦୀପ ରେ ଜଣେ ଆଶାକର୍ମୀ ଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଜୈନିକା ଆଶା କର୍ମୀ ପାରାଦୀପ୍ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି | ଜୈନିକା…