ଫୋକସପ୍ଲସ 23/11/2023; କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରଣସପୁର ଅନ୍ତର୍ଗତ ପଣସପଦର ଗ୍ରାମ ଠାରୁ ଲାଠିକୋଟାର ଠୁ ଭାଲୁମହୁଲ ଲାଠିକୋଟାର ଠାରୁ ମରଡ଼ା ମାଲିଗୁଡା ଠାରେ ଚାଲିଛି ମନଇଛା କାମ ବିନା ସୂଚନା ଫଳକରେ ଆଖିରେ ଅଙ୍ଗୁଳି ଗେଞ୍ଜି ଠିଖାଧାର କରୁଛନ୍ତି କାମ। ନା କାମ ଦେଖିବାକୁ ଅଛନ୍ତି ଭିବାଗୀୟ ଅଧିକାରୀ ମନଇଛା ସିମେଣ୍ଟ ଗୋଡ଼ି ବାଲି ଭାଗ ପଖାଇ କାମ ସାରିବାକୁ ଯୋଜନା ଏ ନେହିଁ ସାଧାରଣ ଲୋକ କଲେ ଅଭିଯୋଗ। ସୁ ସୁସ୍ଥ ଅବସ୍ଥା ରେ ରହି ନିଦ୍ରା ରେ ସହିଛନ୍ତି। କି ?ଜେ ଇ, ଇନ୍ଦ୍ର ଭାସ୍କେ କାହିଁକି କାର୍ଯ୍ୟ ତଦାରଖ କରୁନାହାନ୍ତି। ବଳି ଉଠୁଛି ପ୍ରଶ୍ନ। ବାରମ୍ବାର ଏହି ବଳି କାର୍ଯ୍ୟ ପାଇଁ ଚର୍ଚ୍ଚା ରେ ରହିଥିବା ହରିଡ଼ାଗୁଡା ପଞ୍ଚାୟତ ଏବେ ପୁଣି ରାସ୍ତା ନିମ୍ନମାନର କାମ ଅନିୟମିତତା କୁ ନେଇ ଚର୍ଚ୍ଚା ରେ। ହରିଡ଼ାଗୁଡା ପଞ୍ଚାୟତ ଲାଠିକୋଟାର ରେ ଚାଲି ଥିବା ରାସ୍ତା କାମ ରେ ହାଇଛି ବ୍ୟାପକ ଅନିୟମିତତା ମନଇଛା ଠିକାଦାର କରୁଛନ୍ତି। ପିଛୁ ମେଣ୍ଟାଳ ବଜରୀ ରେ ହଇଛି ଗୋଲମାଲ ରାସ୍ତାର ଦାୟତ୍ୱ ତା କୁ ନେଇ ସୂର ଉତ୍ତଳନ କଲେ ଗ୍ରାମବାସୀ ପ୍ରଶ୍ନ ଉଠୁଛି ଉନ୍ନତି କାଯ୍ୟ ସମୟ ରେ କାହିଁକି ଉପସ୍ଥିତ ରହୁନଥିଲେ।ସରକାରୀ ଭିବାଗୀୟ ଯନ୍ତ୍ରୀ। କଣ ନାହିଁରେ ତେଲ ଦେଇ ସହି ପଡିଛନ୍ତି। କି ?ଭିବାଗିୟ ଅଧିକାରୀ ଯନ୍ତ୍ରୀ।ଜେ .ଇ .ଇନ୍ଦ୍ର ବାସ୍କେ କଣ ମୋଟା ଅଙ୍କର ପିସି ଖାଇଁ ଚୁପ୍ ରହୁଛନ୍ତି କି ଯନ୍ତ୍ରୀ ଏମିତି ଅନେକେ ପ୍ରଶ୍ନ ଉଠେଇ ଉଦବେଗ ପ୍ରକାଶ କରିଛନ୍ତି। ସାଧାରଣ। ଲୋକେ ଏ ନେହିଁ ଅନେକ ଅବିଯୋଗ ପତ୍ର କଲେ ବି କୌଣସି ସଫଲ ମିଳି ପାରିଲା ନାହିଁ। ହେଲେ ଜେ.ଇ .ମହାସୟ ମଧ୍ୟ ଫୋନ ଉଠାଉନଥିବା। ଠିକାଦାର ଭିବାଗୀୟ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ମଧ୍ୟରେ ବଳିପଡ଼ି ବେନି ତ ନିରୀହ ଅପହଞ୍ଚ ଗ୍ରାମ ବାସୀ। ରାସ୍ତା କାମ ଅନେକ ଦିନ ହେଲା ଅସପୂର୍ଣ ହଇ ପଡିରହିଅଛି। ଯାହା ଫଳରେ ଭିନା ମୁରୁମ ରେ ଭିନା ମେଟାଲ ରେ ଅତି ରୁ ଅତି ନିମ୍ନମାନର ପିଛୁ ସାଙ୍ଗ କୁ ବଜରୀ ପକାଇ ଅତି ଚତୁରତାରେ କାମ କରିଥିବା ଗ୍ରାମବାସୀଙ୍କ ଅଭିଯୋଗ କରିଛନ୍ତି। ଅନେକ ଅଭିଯୋଗ ପତ୍ର ଦେଲେ ମଧ୍ୟ ଭିବାଗୀୟ ଅଧିକାରୀ କୌଣସି କର୍ଣ୍ଣ ପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସୀ। ହେଲେ ଆଶା କରୁଛୁ ଖବର ବାଜିଲା ପରେ ପ୍ରଶାସନର ନିଦ ବାଙ୍ଗିବ ଓ ଜଣ ପ୍ରତିନିଧି କାଯ୍ୟ ର ସମୀକ୍ଷା କରିବେ କି ନାହିଁ। ତାହା ଦେଖିବାକୁ ବାକି ରହିଲା।