ଯାଜପୁର20/11/2023; ଦୁଃଖଦ ଖବର, ଗତକାଲି ବିଶ୍ୱକପ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ଭାରତ ହାରିବା ଦୁଃଖରେ,ବିଂଝାରପୁର ବ୍ଲକ ର ଜରିକୁଳ ସାହି ର ନୀଳମଣି ଦାସ ଙ୍କ ତେଇଶି ବର୍ଷ ର ପୁଅ ଦେବରଞ୍ଜନ ଦାସ ନିଜ ଘର ପାର୍ଶ୍ୱରେ ବେକରେ ବିଳମ୍ବିତ ରାତ୍ରିରେ ରଶି ଲଗାଇ ଆତ୍ମହତ୍ୟା କରିଛି। ।ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।