ଫୋକସପ୍ଲୁସ15/11/2023; ଜ୍ୟର ଶିକ୍ଷା କ୍ଷେତ୍ରରେ ଲାଗୁ ହେବ 5C । କମ୍ୟୁନିଟି, କନେକ୍ଟ, କୋଲାବରେସନ୍, କ୍ରିଏଟ, କୋପରେସନ । ରାଜ୍ୟ ସରକାରଙ୍କ 5T ପରେ ଏବେ 5C ଯୋଜନା ‘ମୋ ସ୍କୁଲ ଅଭିଯାନର ଏକ ଅଂଶବିଶେଷ ହେବା ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱଥି । ଏହା କୌଣସି ନୂଆ ସ୍କିମ୍ ନୁହେଁ କେବଳ ଏକ ନୂତନ ଚିନ୍ତାଧାରା । ଯାହା ମାଧ୍ୟମରେ ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସମେତ ବିଭିନ୍ନ ଆଲୁମିନି ମଧ୍ୟରେ ସୁସମ୍ପର୍କ ସ୍ଥାପନ କରଯାଇପାରିବା ଏବେ ମଧ୍ୟ ରାଜ୍ୟର ସମସ୍ତ ବିଦ୍ୟାଳୟରେ 5C ଅଧିନରେ କାମ ଚାଲୁଛି ।
5T ପରେ ଏବେ 5C ଯୋଜନା |
