ପୁରୀ14/11/2023; ପୁରୀ ମଧୁବନ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଓଡିଶା ତରଫରୁ ଶିଶୁ ଦିବସ ଉତ୍ସବ ପାଳନ କରାଯାଇ ଅଛି ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନେ ଆଜି ଜବରଲାଲ ନେହୁରୁ ଙ୍କ ଜନ୍ମଦିନ ଅବସରରେ ନେହୁରୁ ଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଛନ୍ତି ଏବଂ ନିଜର କିଛି କିଛି ପ୍ରତିଭା ଦେଖାଇଛନ୍ତି | ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁଜୀ ଗୁରୁମା ଛାତ୍ର ଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରି ଆଶ୍ରିବାଦ ଦେଇଥିଲେ |
