ଭୁବନେଶ୍ୱର ଅଭିମୁଖେ ହିମାଂଶୁ ମହାପାତ୍ର

ବଦଳି ପାରେ ଜୟପୁର ରାଜ ନୀତି ସମୀରକଣ ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ରାଜନୀତି ଉଷ୍ମତା ବଡ଼ିବାରେ ଲାଗିଛି। ହିମାଂଶୁ ମହାପାତ୍ର ଙ୍କ ରାଜନୀତି ରେ ଏଣ୍ଟ୍ରି ଲକଙ୍କ ସେବା କରିବା ରେ ଆଉ ପାଦେ ଆଗେ ନେବା ପାଇଁ ଜୟପୁର ରେ ପୁଟିବ ପଦ୍ମ। 25 ବର୍ଷ ରେ ହୋଇଥିବା ଦୁର୍ନୀତି ହଟିବ ରହିବ ନି ଆଉ କୁ ଶାସନ କି ଅଣକାର କୃଷକ ଶ୍ରମିକ ଶିକ୍ଷିତ ବେକାରୀ ମୁହଁ ରେ ପୁଟିବ ହସ ସାଥି ରେ ଦରି ସହ ସହ କର୍ମୀ ବୋରିଗୁମ୍ମା ବ୍ଲକ ଜୟପୁର ବ୍ଲକ ଜୟପୁର ପରପରିଷଦ ନିର୍ବାଚିତ ନେତା ସଂଗଠନ କର୍ମ କର୍ତ୍ତା ବିଜେଡି କଂଗ୍ରେସ ନେତା କର୍ମୀ ଗାଁ ଗାଁ ଲକ ଙ୍କୁ ସାଥି ନେହିଁ ଭୁବନେଶ୍ୱର ଅଭିମୁଖେ ବାହାରିଲେ ହିମାଂଶୁ ମହାପାତ୍ର ନୁଆଁ ସଂକଳ୍ପ ନୁଆଁ ସକାଳ ନୁଆଁ ମୁହଁ ନୁଆଁ ହସ ଦେଖିବ ଏତର ଜୟପୁର ରହିବନି ଆଉ ଦାଦନ ରହିବେ ନି ଆଉ କିଏ ବେକାର ଗାଁ ଗାଁ ରେ ପୁଟିବ ଏତର ପଦ୍ମ ପୁଲ ସବିଙ୍କ ମୁହଁରୁ ଏତର ହିମାଂଶୁ ମହାପାତ୍ର ଚାରିଶ ଲକଙ୍କୁ ନେହିଁ ବିଧିବଦ୍ଧ ବଭେ ମିଶିବେ ଭୁବନେଶ୍ୱର ବିଜେପି କାଯ୍ୟଳୟ ଟାରେ ଅନେହିଁ ପଥିକ୍ରିୟା ଦେହିଛନ୍ତି। କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମହ ସାମଲ ନେତୃତ୍ୱ ରେ ମତେ ସାମିଲ କରି ଦେଶର ଯୋଶସ ପ୍ରଧାନ ମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୁଦି ଙ୍କ ଶେଷ୍ଟ ଶାସନ କୁ ଆହୁରି ଆଗକୁ ନେବା ପାଇଁ କାମ କରିବି। ସେ ଆହୁରି କହିଛନ୍ତି 2024 ନିର୍ବାଚନ ରେ ଓଡିଶା ରେ ବିଜେପି ଶାସନ କରିବ ଏବଂ ଜୟପୁର ନିର୍ବାଚନ ମଣ୍ଡଳୀ ଓ କୋରାପୁଟ ଜିଲ୍ଲା ରେ ମଧ୍ୟ ବିଜେପି ଶାସନ କରିବା କଥା କହିଁଛନ୍ତି?

Leave a Reply

Your email address will not be published. Required fields are marked *