ଫୋକସ ପ୍ଲସ 27/3/23(ବ୍ୟୁରୋ): ସତ୍ୟ ଖବର ପରିବେଷଣ କରି ଫୋକସ ପ୍ଲସ ମୁଖ୍ୟ ସମ୍ପାଦକ ସୁଧାଂଶୁ ଶେଖର ରାଉତ ଗିରଫ ,ସତ୍ୟ ନ୍ୟୁଜ ଦେଖାଇ ପୋଲିସର ରୋଷର ଶିକାର ହେଲେ ଫୋକସ ପ୍ଲସ ତଥା ଆଂଚଳିକ ଖବର କାଗଜ ମୁଖ୍ୟ ସୁଧାଂଶୁ ଶେଖର ରାଉତ ,ବିଭିନ୍ନ ସମୟରେ ସତ୍ୟ ସାମ୍ନାକୁ ଆଣି ଏବଂ ଜନସାଧାରଣ ଙ୍କ ସ୍ୱାର୍ଥ ପାଇଁ ଲଢେଇ କରି ଖବର ମାଧମରେ ସେମାନଙ୍କ ଅସୁବିଧା କୁ ସରକାରଙ୍କ ନିକଟରେ ପହଞ୍ଚାଇ ଥାନ୍ତି ସୁଧାଂଶୁ | ତେବେ ସହିଦ ନଗର ସାଇବର ପୋଲିସ ତାଙ୍କୁ ଗିରଫ କରିଛି ,ସୂଚନା ମୁତାବକ କନକ ନ୍ୟୁଜ କେନ୍ଦୁଝର ରିପୋର୍ଟର ଗୋପାଳନ କାରୀ ଟୁନା ଦାସ କିଛି ଗୋରୁ କିଣି ଚଳାଇ ଚାଲି ନିଜ ଘରକୁ ନେଉଥିବା ବେଳେ କନକ ଟିଭି ସାମ୍ବାଦିକ ରୁଦ୍ର ନାରାୟଣ ପରିଡା 10 ରୁ ଉର୍ଧ ଯୁବକ ତାଙ୍କୁ ଅଟକାଇ ଜୋର ଜବରଦସ୍ତ 2 ଲକ୍ଷ୍ ଦାଦା ବାଟ ଆଦାୟ କରିଥିଲେ ,ଏବେ 1 ଲକ୍ଷ ଫୋନେ ପେ ମାଧ୍ୟମରେ ନେଇଥିଲେ ,ଏବଂ ସେହି ଖବର କୁ ପସାରଣ ଫୋକସ ପ୍ଲସ ,ଏବଂ ଗୋ ରକ୍ଷା ତଥା ଗୋ ସୁରକ୍ଷା ପାଇଁ ନ୍ୟୁଜ ପ୍ରସାରଣ କରିଥିଲା ,ଚାରିଆଡୁ ଜନତାଙ୍କ ପ୍ରଶ୍ନ ବଣରେ ଶିକାର ହୋଇଥିଲେ ,କନକ ନ୍ୟୁଜ ଏଡିଟିର ,ସବୁବେଳେ ଅସଲି ନକଲି କହୁଥିବା କନକ ନ୍ୟୁଜ ଏଡିଟର ମନୋରଞ୍ଜନ ମିଶ୍ର ଙ୍କୁ ପ୍ରଶ୍ନ ପଚାରିଥିଲେ ,ଯାହାକୁ ନେଇ କନକ ନ୍ୟୁଜ ତଥା ସମ୍ବାଦ hr ଚିନ୍ମୟୀ ପଟ୍ଟାନାୟକ ଙ୍କୁ ଢାଲ କରି ସାଇବର ଥାନାରେ ଆକ୍ରୋଶ ମୂଳକ ଭାବେ ଫୋକସ ପ୍ଲସ ତଥା ଆଂଚଳିକ ଖବର କାଗଜ ମୁଖ୍ୟ ସୁଧାଂଶୁ ଶେଖର ରାଉତ ଙ୍କ ନାମରେ fir ଦେଇଥିଲେ ,ତାହାକୁ ଭିତ୍ତି କରି ପୋଲିସ ତାଙ୍କୁ ଗିରଫ କରିଛି ,ଏଠି ପ୍ରଶ୍ନ ଗୋ ରକ୍ଷା ତଥା ଗୋ ସୁରକ୍ଷା ପାଇଁ ଖବର ପ୍ରସାରଣ କରିବା ଭୁଲ କି ଦର୍ଶକ ବନ୍ଧୁ ଆପଣ ମତାମତ ଦିଅନ୍ତୁ
ସତ୍ୟ ଖବର ପରିବେଷଣ କରି ଜେଲ ଗଲେ ଫୋକସ ପ୍ଲସ ମୁଖ୍ୟ ସମ୍ପାଦକ ସୁଧାଂଶୁ
