ଶିକ୍ଷକ ସ୍ୱାମୀର କଳା କାରନାମା ସ୍ତ୍ରୀକୁ ଭାରି ବାଧୁଛି

ଫୋକସ ପ୍ଲସ 12/3/23(ବ୍ୟୁରୋ): ଭୟଙ୍କର ଠାଣି ,ତେରେଛା ଚାହାଣି ,ମାଡାମଙ୍କ ରାଗ ତମ ତମ ମୁହଁ,କଥାରେ ଅଛି ଚୋର ମୁହଁ ଟାଣ ,ହାତରେ ମୋବାଇଲ ଧରି ଗଣମାଧ୍ୟମ କୁ ନାଲିଆଖି,ହାତରେ ବୁମ କୁ ଠେଲି ଦେଇ ,ଯାହା ଇଚ୍ଛା ତାହା ବକି ଚାଲିଛନ୍ତି ସାମ୍ବାଦିକ ମାନଙ୍କୁ ,ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ଭାଷା ଶୁଣେଇବା ପାଇଁ ତାଗିଦ କରୁଛନ୍ତି ଏ ମହିଳା ,ମୁ କିଛି କହିବିନି ,ଏଠି ଆସି ଗୋଟେ ଫାର୍ସ ଚଲାଇଛନ୍ତି ,ପ୍ରତିନିଧି କହୁଛନ୍ତି ଅତି ଅଭଦ୍ର ,ଏଲ ବୋପାଲୋ ଲାଗୁଚି ଯେମିତି ସବୁ ଓଲଟେଇ ପକାଇବେ ଦେଖନ୍ତୁ କଥାରେ ଅଛି ଚୋର ମୁହଁ ଟାଣ ,ଆଉ ତାହାର ଅସଲ ପ୍ରମାଣ ଆପଣକ ସାମ୍ନାରେ ସୂଚନା ମୁତାବକ ଏ ମହିଳାଙ୍କ ସ୍ୱାମୀ ହେଉଛନ୍ତି ସରକାରୀ ଶିକ୍ଷକ ସୁଧାଂଶୁ ଶେଖର ଜେନା ,ଏ ବାବୁ ଙ୍କ ପାଠ ପଢା କମ ,ହେଲେ ଆଦିବାସୀ ଗରିବ ଜନସାଧାରଙ୍କୁ ଲୋନ କରାଇଦେବାକୁ କହି ଲୁଟିବା ଆଉ ଠକିବ କାମ ,
l ସୁଧାଂଶୁ ପେସାରେ ଜଣେ ଶିକ୍ଷକ, ସେ ଜାଠିଆ କୃଷ୍ଣ ଭାନୁ ହାଇସ୍କୁଲ ରେ ଶିକ୍ଷକତା କରନ୍ତି ଏବେ ଛଡା କ୍ଷମ ରାଧାଶ୍ୟାମ ହାଇସ୍କୁଲ ରେ ଡେପୁଟି ଶିକ୍ଷକ ଭାବରେ ଆସିଛନ୍ତି ,ସାର ତ ସ୍କୁଲ ରେ ପାଠପଢା ଚଡି ଲୋକମାନଙ୍କୁ ଭଣ୍ଡାଇ ଲୋନ କରିଦେବା ନାମରେ ଜଣଙ୍କ ପିଛା ନଅ ଶହରୁ ହଜାରେ ଟଙ୍କା ଆଣି ଚାରି ଲକ୍ଷ ଟଙ୍କା, ମାଗଣା ସୁଧ କହି ଗରିବ, ଖଟିଖିଆ, ଆଦିବାସୀ ଲୋକଙ୍କ ପାଖରୁ ଆଜକୁ ତିନି ଚାରି ବର୍ଷ ହେଲା ଠକୁଛନ୍ତି l ଆଜି କାହା ମୁହଁ ଚାହିଁ ଘରୁ ବାହାରିଥିଲେ ଧରା ପଡି ଯାଇଛନ୍ତି, ପଇସା ଦେ ତାପରେ ଯିବୁ କହି ସାରକୁ ଧରି ରଖିଛନ୍ତି ଲୋକେ , ହେଲେ ଖବର ପାଇ ସାର ଙ୍କ ପତ୍ନୀ ଆସିଲେ ପୁରା ତ ହିଟ ମୋଡ଼ରେ କିଏ ତୁମେ କଣ ପାଇଁ ସାର କୁ ଅଟକ ରଖିଛ, ତୁମେ ବାଇଟ ନେବାକୁ କିଏ ଶୁଣିବ ଭାଷା କହି ରାଗିଗଲେ ତାପରେ ମନଇଚ୍ଛା ବାକି ଚାଲିଥିଲେ ,ହେଲେ ଏଠି ପ୍ରଶ୍ନ ଉଠୁଛି ନିର୍ଲଜ ସ୍ୱମୀ ର କାର୍ନାମା ପାଇଁ ସ୍ତ୍ରୀ ଘଣ୍ଟ ଗୋଡ଼ଉଛି କାହିଁକି ,ନିରୀହ ଗରିବ ଆଦିବାସୀ ଲୋକଙ୍କୁ ଲୁଟିବା ଆଗରୁ କଉଠି ଥିଲେ ଏ ମହିଳା ,କାହିଁକି ସେମାଙ୍କୁ ତାଙ୍କ ଟଙ୍କ ଫେରସ୍ତ ଦିଆଯାଉନି,କେବେ କାର୍ଯ୍ୟୁନୁଷ୍ଠନ ଗ୍ରହଣ କରିବେ ଜିଲ୍ଲା ପ୍ରଶାସନ

Leave a Reply

Your email address will not be published. Required fields are marked *