ନିରୁଦ୍ଧିଷ୍ଟ ବ୍ୟକ୍ତିଙ୍କ ନିମନ୍ତେ ସୂଚନା।

ଫୋକସ ପ୍ଲସ 28/11/22 ( କଙ୍କଡ଼ାହାଡ଼ ): କ୍ରିଷ୍ଣା ଚରଣ ମହାନ୍ତ
ବୟସ:- ୧୩ ବର୍ଷ
ଘର:- ଢେ଼ଙ୍କାନାଳ ଜିଲ୍ଲା, କଙ୍କଡ଼ାହାଡ଼ ବ୍ଲକ, ମାଧମୁଣ୍ଡା
*ପିଲାଟି ଆଜକୁ ୩ ଦିନ ହେବ ଘରୁ କୁଆଡେ ପଳାଇଛି। ରଙ୍ଗ ଗୋରା,ଉଚ୍ଚତା ୪ ଫୁଟ, ଘରୁ ଗଲା ବେଳେ କଳା ପ୍ୟାଣ୍ଟ୍ ଏବଂ ବାଇଗଣୀ ରଙ୍ଗର ଜ୍ୟାକେଟ ପିନ୍ଧିଥିଲା ।ତେଣୁ ଆପଣ ମାନେ ଯଦି ଏହାର ସୂଚନା ପାଆନ୍ତି ନିଶ୍ଚିୟ ଜଣାନ୍ତୁ।
*ମୋ:- 9556660071

Leave a Reply

Your email address will not be published. Required fields are marked *