୫ରୁ୭ ବର୍ଷ ହେଲା ଅଧାପଡିଛି ସ୍କୁଲ,ଭଙ୍ଗାକୁଡ଼ିଆରେ ଚାଲିଛି ପାଠପଢା

ଫୋକସ ପ୍ଲସ (ନବରଙ୍ଗପୁର): ଜରି ଘରେ ଗଢାହୋଉଛି ପିଲାଙ୍କ ଭବିଷ୍ୟତ।ଦେଖୁନାହାନ୍ତି କିଭଳି ଚାଲିଛି ପାଠପଢ଼ା। ଆପଣମାନେ ଭାବୁଥିବେ ଏହି କୋଉଠି ଟିୟୁସନ କରୁଥିବେ।କିନ୍ତୁ ଆପଣ ଭାବିବା ଭୁଲ।ଏ ହୋଉଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଣ୍ଟା ଗାଁ ପଞ୍ଚାୟତ ଅନ୍ତର୍ଗତ ଘୁମରଦରା ଗ୍ରାମ ଠାରେ।ଏଠାରେ ପ୍ରଥମ ରୁ ପଞ୍ଚମ ଯାଏଁ ପାଠପଢା ହଉଥିବା ବେଳେ,ଏହି ପ୍ରାଥମିକ ବିଦ୍ୟାଳୟ ରେ ଦୁଇ ଶିକ୍ଷକ ଅଛନ୍ତି।ଏଠି ଏକ ନୁତନୋ ଭାବେ ଏକ ବିଦ୍ୟାଳୟ ବି ନିର୍ମାଣ କରୁଛନ୍ତି।କିନ୍ତୁ ସୂଚନା ଅନୁସାରେ ଏଠାରେ ପ୍ରାୟ ୫ରୁ୭ ବର୍ଷ ବିତିଗଲାଣି କାମ ଷୋରୀବାର ନା ଧୋରୁନୀ।ଆମେ ଜାଣିବାକୁ ପାଇଲୁ ଯେ ଏହି କାମ କେଉଁ JE ଜଣେ କାମ ନେଇଛନ୍ତି।୫ରୁ୭ ବର୍ଷ ବିତିଗଲା କିନ୍ତୁ ଏହି କାମ ଯେମିତି ରେ ସେମିତି।

ଏହାହିଁ ପ୍ରଶ୍ନ ବାଚି ସୃଷ୍ଟି ହୁଏ।ଯେ ଏତେ ବର୍ଷ କରୁଥିଲେ କଣ?ଜଦି ସରକାରୀ କର୍ମଚାରୀଙ୍କ ପିଲା ହଇଥାନ୍ତେ ତ କଣ ଏହି ବିଦ୍ୟାଳୟରେ ପାଠ ପଢୁଥାନ୍ତେ କି?ସରକାର ଖାଲି ନାମକୁ କାମରେ କିନ୍ତୁ ବାସ୍ତବରେ କିଛିନାହିଁ।ଏଠାରେ ସରକାରଙ୍କ ବହୁତ ସୁବିଧା,ବିଦ୍ୟାଳୟ ତ ନାହିଁ କିନ୍ତୁ ନଳ କୁପୋବି ନାହିଁ।ଏଠାରେ ପିଲା ପଡ଼ିବେ କଣ ପିଇବେ କଣ।ଏଠାକାର ଠିକାଧାର ବହୁତ ଚାଲାକ କାମତ କରୁନଥିଲେ ମଜୁରିଆ ମାନଙ୍କୁ ୧୩୦ ଟଙ୍କା ମଜୁରୀ ଦୟୁଛନ୍ତି କଲି କହୁଛନ୍ତି।ଜଉଠିକି ପାଣିର ସୁବିଧା ନାହିଁ ପାଣି ଆଣିବାକୁ ୧ କିଲମିଟର ଯିବାକୁ ପଡ଼େ ଓ ଦିନ ଯାକ ଖଟିଲେ ମାତ୍ର ମିଳେ ୧୩୦ଟଙ୍କା। ଏବେ ଦେଖିବାକୁ ବାକି ରହିଲା କେବେ ବିଦ୍ୟାଳୟ ତିଆରି ହୋଉଛି ଓ ନଳକୁପ ହୋଉଛି ତହାଦେଖିବାକୁ ବାକି ରହିଲା।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରୁ ବିଲିହନ ଶାବନ ଖୁରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *