ପୁଅ ବୋହୁଙ୍କଠୁ ମାଡଖାଇ ଥାନାରେ ଦ୍ବାରସ୍ଥ ହେଲେ ମାଆ

ଫୋକସ ପ୍ଲସ(ଭଦ୍ରକ)୧୫/୦୯/୨୦୨୨: ବୋହୂ ମୁହଁକୁ ମୁହଁକୁ ମାରିଛି ପୁଅ ଆସି ମାଆ କଥା ବୁଝିବ କଣ ଓଲଟି ମାଡ ମାରିଛି। ଏଭଳି ଘଟଣା ଦେଖିଵାକୁ ମିଳିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ସାମରାଏପୁରର ପ୍ରାଚୀନଗରର ଅଞ୍ଚଳର ଭାରତୀ ଦାସ। ଭାରତୀ ଦାସଙ୍କ ଦୁଇ ପୁଅ ଵଳଭଦ୍ର ଓ ଜଗନ୍ନାଥ। ଆଶା କରିଥିଲେ ଵଳଭଦ୍ର ଓ ଜଗନ୍ନାଥ ତାଙ୍କ ବାର୍ଦ୍ଧକ୍ୟରେ ସାହାରା ହେବା। ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ପୁଅ ବୋହୂଙ୍କ ଅତ୍ୟାଚାର ଏଵେ ବଢିବାରେ ଲାଗିଛି। ନିଜ ନାମରେ ଘର ବାଡ଼ି କରେଇ ଦେବା ମାଡ ମାରିବା ସହ ଧମକ ଚମକ ଦେଉଛନ୍ତି। ଏପରି ଘରେ ରଖେଇ ଦେବେ ନାହିଁ ବୋଲି କହୁଛନ୍ତି। ତାଙ୍କର ଜିନିଷପତ୍ର ସବୁ ନେଇ ଯାଉଛନ୍ତି। ଆଜି ବୃଦ୍ଧା ମାଆ ନିଜ ଜୀବନ ପ୍ରତି ଵିପଦ ଭାବି ନ୍ୟାୟ ପାଇଁ ରାତିରେ ଥାନାର ଦ୍ବାରସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *