ଦୁର୍ବୃତ୍ତ ଲୁଟିନେଲେ ୩ଶହ ଗ୍ରାମର ସୁନା ଗହଣା

ଫୋକସ ପ୍ଲସ(ବ୍ରହ୍ମପୁର)୦୮/୦୯/୨୦୨୨: ସୋମନାଥ ନଗର ତୃତୀୟ ଲାଇନରୁ ବଡ଼ଧରଣର ଚୋରି । ଦୁର୍ବୃତ୍ତ ଲୁଟିନେଲେ ପ୍ରାୟ ୩ ଶହ ଗ୍ରାମ ସୁନା ଗହଣା, ୧୧ ଲକ୍ଷସୋମନାଥ ନଗର ତୃତୀୟ ଲାଇନରୁ ବଡ଼ଧରଣର ଚୋରି । ଦୁର୍ବୃତ୍ତ ଲୁଟିନେଲେ ପ୍ରାୟ ୩ ଶହ ଗ୍ରାମ ସୁନା ଗହଣା, ୧୧ ଲକ୍ଷ |ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁରକୁ ନେଇ ପୋଲିସର ତଦନ | ଘର ତାଲା ତାଡି ଲୁଟିନେଲେ ପ୍ରାୟ ୩ ଶହ ଗ୍ରାମ ସୁନା ଗହଣା ସହ ରୁପା। ଏନେଇ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ଟିମ ଓ ସନ୍ଧାନୀ କୁକୁରକୁ ନେଇ ପୋଲିସର ତନାଘନା ଆରମ୍ଭ। ଘଟଣାକ୍ରମେ ଗତ ଅଗଷ୍ଟ ୨୯ ତାରିଖରେ ସୋମନାଥ ନଗର ତୃତୀୟ ଲାଇନ ନିଵାସୀ ସୁଲୋଚନା ପାତ୍ର ଓ ସାନ ଭଉଣୀ ସୁଜାତା ଭୁବନେଶ୍ୱର ସ୍ଥିତ ତାଙ୍କ ଭାଇଙ୍କ ଘରକୁ ଯାଇଥିବାବେଳେ ଚୋର ଘର ତାଲା ଭାଙ୍ଗି ଚୋରୀ ଚୋରି କରିଥିଲେ।

Leave a Reply

Your email address will not be published. Required fields are marked *