ଫୋକସ ପ୍ଲସ ୧୩/୬/୨୨ (ବ୍ରହ୍ମପୁର): ବ୍ରହ୍ମପୁର ତାଇକଣ୍ଡୋ ଟ୍ରେନି ସ୍କୁଲ ଓ ଟୁଡେ ଏକାଡେମୀ ର ମିଳିତ ମିଳିତ ଆନୁକୁଲ୍ୟରେ ଆଜି ବିନାୟକ ସେଲିବ୍ରସନ୍ ଠାରେ ଅନୁଷ୍ଠିତ ହୋଯାଇଅଛି।ଏଥିରେ ପ୍ରାୟ ୬୦/୭୦ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ତାଇକାଣ୍ଡୋ ସେକ୍ରେଟାରୀ ମନୋଜ ପ୍ରଧାନ ପରୀକ୍ଷା ପରିଚାଳନା କରିଥିବା ବେଳେ ତାଙ୍କ ସହ ଗଞ୍ଜାମ ତାଇକଣ୍ଡ କୋଚ୍ ଇ ଲଳିତ କୁମାର ଓ ଦିଗପହଣ୍ଡି ତାଇକାଣ୍ଡ ଏକାଡେମୀ ର ବାସୁ ନାୟକ ଙ୍କ ସହ ଜମସ ର ଅମ୍ବିକା ପ୍ରସାଦ ଦାସ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ବ୍ଲାକ Belt ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।ଏହି ପରୀକ୍ଷା ଦ୍ଵାରା ପିଲାମାନଙ୍କର ଦକ୍ଷତା ଓ ଭବିଷ୍ୟତ ରେ ହେବାକୁ ଷ୍ଟେଟ ଚମ୍ପିୟାନ ସିପ ପାଇଁ ପିଲା ମାନଙ୍କୁ ଚୟନ କରାଯାଏ।ଏହି ସବୁ ପରୀକ୍ଷା ପରିଚାଳନା ବ୍ରହ୍ମପୁର ତାଇକଣ୍ଡ ଏକାଡେମୀ ର ପ୍ରଶିକ୍ଷକ ଜନୋଜ କୁମାର ମହାରଣା ସୁପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ କୁ ସମସ୍ତ ଅଭିଭାବକ ମାନେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ବ୍ଲାକ ବେଲଟ୍ ସେଟିଫିକେଟ ଓ ଜିଲ୍ଲା ସ୍ତରୀୟ ହୋଇଥିବା ପ୍ରତିଯୋଗୀତାରେ ବ୍ରହ୍ମପୁର ତାଇକଣ୍ଡ ର ଟ୍ରେନିଂ ସ୍କୁଲ ବିଜୟୀ ହୋଇ ଥିବା ପିଲାମାନଙ୍କୁ ପଦକ ପ୍ରଦାନ କରାଯାଇଥିଲା।
କାଳୀ ପ୍ରସାଦ ରଥ ଙ୍କ ରିପୋର୍ଟ ଫୋକସ୍ ପ୍ଲସ |