ଜାପାନ ଉପରେ ଲାଗିଲା15% ଟାରିଫ

ଜାପାନ ଉପରେ ଟାରିଫ ଲଗାଇଲା ଆମେରିକା ।
ଜାପାନ ଉପରେ ଟାରିଫ ଲଗାଇଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ।
ଜାପାନ ଉପରେ 15% ଟାରିଫ ଲଗାଇଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଜାପାନ ସାମଗ୍ରୀ ଉପରେ 15% ଟାରିଫ ଲଗାଇଲେ ଟ୍ରମ୍ପ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତକାଲି ନୂତନ ଆମେରିକା-ଜାପାନ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ କରିବା ପାଇଁ ଏକ କାର୍ଯ୍ୟନିର୍ବାହୀ ଅର୍ଡରରେ ସ୍ୱାକ୍ଷର କରିଛନ୍ତି।
ଏହାକୁ ଟ୍ରମ୍ପ ‘ଆମେରିକା-ଜାପାନ ବାଣିଜ୍ୟ ସମ୍ପର୍କର ଏକ ନୂତନ ଯୁଗର ଆରମ୍ଭ’ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *