ଡିଜିଟାଲ ଆରେଷ୍ଟ ଆଡ଼ରେ ଦେଢ କୋଟି ହଡ଼ପ

ବଢିବାରେ ଲାଗିଛି ସାଇବର ଠକେଇ । ଆଉ ଏକ ଘଟଣା ଯାହା ସାମ୍ନାକୁ ଆସୁଛି ଜଣେ ବରିଷ୍ଠ ନାଗରିକଙ୍କଠାରୁ ଡିଜିଟାଲ ଆରେଷ୍ଟ ଆଡରେ ସାଇବର ଠକଙ୍କର ଟଙ୍କା ହଡପର ବାହାନା । ମନି ଲଣ୍ଡ୍ରିଂ ହୋଇଥିବା କହି କରିଥିଲେ ଡିଜିଟାଲ ଆରେଷ୍ଟ। ୧୦ ଦିନ ଧରି ସାଇବର ଠକଙ୍କ ଦ୍ୱାରା ଗୃହ ବନ୍ଦୀ ଥିଲେ ବରିଷ୍ଠ ନାଗରିକ। ପରେ ୨ଟି ଫେଜରେ କରିଥିଲେ ଟଙ୍କା ହଡପ। ସାଜିଲେ ପୁଲିସ କଲେ ଚୋରି, ଅନଲାଇନରେ ଲୁଟିନେଲେ କୋଟି କୋଟି ଟଙ୍କା। ଖାକି ବର୍ଦ୍ଦିରେ ଚୋରଙ୍କ ଚୋରୀ। ପୋଲିସ ହୋଇ ଲୁଟି ନେଲେ ଦେଢ କୋଟି ଟଙ୍କା। ସାଇବର ଚୋରଙ୍କର ନୂଆ ଢଙ୍ଗରେ ଚୋରି। ପୋଲିସ ସାଜି କରିଥିଲେ ଡିଜିଟାଲ ଆରେଷ୍ଟ। ରାଜଧାନୀରେ ଚାଞ୍ଚଲ୍ୟ। ସାଇବର ଠକେଇର ଶିକାର ହୋଇଛନ୍ତି ବରିଷ୍ଠ ନାଗରିକ। କଷ୍ଟମ ବିଭାଗ ଅଧିକାରୀଙ୍କ ପରିଚୟ ଦେଇ କରିଥିଲେ ଲୁଟ। ଏନେଇ ପୋଲିସ ନିଜର ତଦନ୍ତ ଜାରି ରଖିଥିବା ସୂଚନା ମିଳୁଛି।

Leave a Reply

Your email address will not be published. Required fields are marked *