ରାୟଗଡ଼ା: ଲାଞ୍ଚ ନେଇ ଧରାପଡ଼ିଲେ ବିଷମକଟକ ସିଡିପିଓ
ସିଡିପିଓ ସୁଶୀଳା ଶବରଙ୍କୁ ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ
ସିଡିପିଓଙ୍କ ସହ କିରାଣ ରାମଚନ୍ଦ୍ର ପାତ୍ର ମଧ୍ୟ ଧରାପଡ଼ିଲେ
ଜଣଙ୍କ ଠାରୁ 80 ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ
ଅଙ୍ଗନବାଡି କର୍ମୀ ଚୟନ ପାଇଁ ଲାଞ୍ଚ ନେଉଥିଲେ ଉଭୟେ
୮0 ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ବିଷମକଟକ ସିଡିପିଓଙ୍କ ସହ କିରାଣୀ।
