Breaking news ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ Sukanta NayakAugust 5, 2024August 5, 2024 କଟକରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତଜବତ କଲା ଦରଘାବଜାର ଥାନା ପୋଲିସସ୍ଥାନୀୟ ବଜାର ନିକଟରେ ଚଢ଼ାଉ କରି ଧରିଲାଜବତ ବ୍ରାଉନସୁଗାରର ଓଜନ ୭୭.୮ ଗ୍ରାମବ୍ରାଉନସୁଗାରର କାରବାର ଅଭିଯୋଗରେ ୨ ଗିରଫ
କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଉଦଘାଟନ ଉତ୍ସବ ରେ ରାଇମୋହନ। ଫୋକସ ପ୍ଲସ 5/5/22 (ଗଞ୍ଜାମ): ଙ୍କ ରିପୋର୍ଟ ଫୋକସ ପ୍ଲସ ପାତ୍ରପୁର ବସ ଷ୍ଟାଣ୍ଡ ଛକ ପାର୍ଶ୍ଵରେ ଅବସ୍ଥିତ କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଆଜି ପୂର୍ବତନ…
ଯୁବପିଢୀଙ୍କ ମଧ୍ୟରେ ଫ୍ୟାସନ ଟ୍ରେଣ୍ଡ ପାଲିଟିଛି 3D ଟାଟୁ ବର୍ତମାନ ସମୟରେ ଯୁବ ପିଢ଼ି ଙ୍କ ଶରୀର ର ବିଭିନ୍ନ ସ୍ଥାନରେ ଟାଟୁ ଚିତ୍ର ବେଶ ହଇଚଇ ସୃଷ୍ଟି କରୁଛି | ପୂର୍ବ କାଳରେ ଶରୀରରେ ଲୋକେ…
ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା ନୂଆପଡ଼ା: ନୂଆପଡ଼ାରେ ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା । ମୃତ୍ୟୁ ପୂର୍ବରୁ ଭଡିଓ କରି ଆତ୍ମହତ୍ୟା ର କାରଣ ଦର୍ଶାଇଛନ୍ତି ମହିଳା କନେଷ୍ଟବଳ । ମହିଳା କନେଷ୍ଟବଳଙ୍କ ମୃତ୍ୟୁ…