ସିଗାରେଟରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି ଅଭିଯୋଗ
ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବ୍ରହ୍ମପୁର ପୋଲିସ
ଗିରଫ ଅଭିଯୁକ୍ତ ଜଣକ ହେଲେ ମଣିକାନ୍ତା ବୋଷ
୮୯୦ ଗ୍ରାମ ଗଞ୍ଜେଇ ଭର୍ତ୍ତି ସିଗାରେଟ ଜବତ
୩୩୦ ଗ୍ରାମ ଗଞ୍ଜେଇ ଓ ନଗଦ ୩୦,୯୫୦ ଟଙ୍କା ଜବତ
୮୯୦ ଗ୍ରାମ (ଗୋ-ଗୋ )ଗଞ୍ଜେଇ ଭର୍ତ୍ତି ସିଗାରେଟ ଜବତ, ଜଣେ ଗିରଫ।
