୫ଦିନ ଓଡ଼ିଶାରେ ତାତାଇବ ଖରା : ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ରାଜ୍ୟରେ ଅସହ୍ୟ ହେଉଛି ତାତି
ଦିନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୨ ସହର
ଝାରସୁଗୁଡ଼ା ୪୦.୨ ଓ ସମ୍ବଲପୁର ୪୦ ଡିଗ୍ରୀ ରେକର୍ଡ
ରାଉରକେଲା ୩୯.୪, ହୀରାକୁଦ ୩୯ ଡିଗ୍ରୀ
କେନ୍ଦୁଝର ୩୭.୬ ଓ ଚାନ୍ଦବାଲି ୩୭ ଡିଗ୍ରୀ ରେକର୍ଡ
ରାଜଧାନୀ ଭୁବନେଶ୍ବରରେ ତାତି ୩୭ ଡିଗ୍ରୀ ରେକର୍ଡ

Leave a Reply

Your email address will not be published. Required fields are marked *