ଚାଷୀଭାବେ ନିଜର ଅନୁଭୂତି ବଖାଣିଲେ ମୁଖ୍ୟମନ୍ତ୍ରୀ
‘କଲେଜରେ ପଢ଼ିବା ଦିନରୁ ଚାଷର ଅନୁଭୂତି ଅଛି’
‘ମୁଁ ଚାଷୀ ପରିବାରରୁ ଆସିଛି, ଖରାରେ ହଳ କରିଛି’
‘+୨ ପଢ଼ିବା ବେଳେ ରାତି ୩ଟାରୁ ଉଠି ଚାଷ କରିଛି’
‘କୃଷି କାର୍ଯ୍ୟ କେତେ କଠିନ ତାହା ଅନୁଭବ କରିଛି’
‘ଆଜି ଉପମୁଖ୍ୟମନ୍ତ୍ରୀ ପୁଣି ହଳ ଲଙ୍ଗଳ ଧରାଇଛନ୍ତି’